ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ ବ୍ଲକ ବଡକୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିହଖଉରୁଣୀ ଗ୍ରାମର ଗରିବ ଖଟିଖିଆ ଦିନ ମଜୁରିଆ ଚାଷୀ ଧରମୁ ଛୁଆଳସିଂହଙ୍କ ୫୬ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ଗତ କାଲି ମୂର୍ତ୍ୟବରଣ କରିଅଛନ୍ତି । ମୂର୍ତ୍ୟୁ ସଯ୍ୟାନିକଟରେ ତାଙ୍କର ଧର୍ମପତ୍ନୀ ମମତା ଛୁଆଳସିଂହ (୪୩) ଓ ଏକ ମାତ୍ର ପୁତ୍ର ସାନ୍ତାନୁ ଛୁଆଳସିଂହ (୨୦) ରହିଥିଲେ ।















