ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ପକ୍ଷରୁ ବିଶ୍ୱନାଥ ପଲ୍ଲୀ ଠାରେ ଅବସ୍ଥିତ ରେଡକ୍ରସ୍ ଦୃଷ୍ଟିହୀନ ଊଚ୍ଚ ବିଦ୍ଯାଳୟର ରେ ଅଧ୍ୟୟନରତ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଛି l



© 2023 Odisha Taza News.