• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୁବଶୀଘ୍ର ରତ୍ନଭଣ୍ଡାର ଗଣତିମଣତି ପରିଚାଳନା କମିଟିର ଗୁରୁତ୍ବପୂର୍ଣ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
January 18, 2026
in ଓଡ଼ିଶା, ପୁରୀ, ହୋମ୍
0
ଖୁବଶୀଘ୍ର ରତ୍ନଭଣ୍ଡାର ଗଣତିମଣତି ପରିଚାଳନା କମିଟିର ଗୁରୁତ୍ବପୂର୍ଣ ବୈଠକ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଶନିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ଯସିଂହ ଦେବ ମହାରାଜା ଅଧ୍ୟକ୍ଷତା କରିଥିଲେ । ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଖୁବଶୀଘ୍ର ରତ୍ନଭଣ୍ଡାର ଅଳଙ୍କାର ଗୁଡିକ ଗଣତିମଣତି ଓ ଡିଜିଟାଲାଇଜେସନ ରେକର୍ଡ ରଖାଯିବ ।

ଏ ସମ୍ପର୍କରେ ୧୧ପୃଷ୍ଠାର ମାର୍ଗଦର୍ଶିକା ଆଲୋଚନା କରାଯାଇଛି । ଏହାକୁ ରାଜ୍ଯ ସରକାରଙ୍କ ନିକଟକୁ ପଠାଯିବ । ରାଜ୍ଯ ସରକାରଙ୍କ ନିଷ୍ପତ୍ତି ପରେ ଗଣତିମଣତି ତାରିଖ ସମୟ ନିର୍ଘଣ୍ଟ କରାଯିବ । ପ୍ରତିଦିନ ଠାକୁରଙ୍କ ନିତିକାନ୍ତି ସମୟକୁ ଦେଖି ଗଣତି ର ସମୟ ସାରଣୀ ପ୍ରସ୍ତୁତ ହେବ । ସୁରକ୍ଷା ବ୍ଯବସ୍ଥାକୁ ବଢାଯିବ । ଆଦର୍ଶ ଗୁରୁକୁଳ ସୋସାଇଟି ସମ୍ପର୍କରେ ମଧ୍ଯ ଆଲୋଚନା କରାଯାଇଥିଲା । ସେବାୟତ କୂଳର ପିଲାମାନଙ୍କ ପାଇଁ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ବିର୍ଲା କମ୍ପାନୀ ସହ ହୋଇଥିବା ଏମଓୟୁ ବାତିଲ କରାଯାଇ ନୂଆ ସଂସ୍ଥାକୁ ଦିଆଯିବା ପାଇଁ ଆଲୋଚନା ହୋଇଥିଲା ।

ଗୁରୁକୁଳ ପାଇଁ ଯାଗା ଠିକ ହୋଇଥିବା ବେଳେ ଓବିସିସି ଅବଢା ଯୋଜନାରେ ଏହାକୁ ନିର୍ମାଣ କରିବ । ଶ୍ରୀଜୀଉଙ୍କ ନୂତନ ରତ୍ନ ପଲଙ୍କ ନିର୍ମାଣ କରାଯାଇ ରଖାଯାଇଛି । ଶୁଭ ବେଳା ଧାର୍ଯ୍ଯ କରାଯାଇ ଏହା ମହାପ୍ରଭୁଙ୍କ ଲାଗି ପାଇଁ ବ୍ଯବହାର କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଲାମ ଦିଆଯିବ ନାହିଁ । ପ୍ରଶାସନ ଏହି କାର୍ଯ୍ୟ ବୁଝିବ । ଭକ୍ତଙ୍କ ପ୍ରବେଶ ଶୁକ୍ଳ ୧୦ଟଙ୍କା ରଖାଯିବ । ଯୋତା, ଛତା ମୋବାଇଲ ପ୍ରଶାସନର ଷ୍ଟାଣ୍ଡରେ ଭକ୍ତ ରଖିପାରିବେ । ୮୦ ବର୍ଷରୁ ଊର୍ଦ୍ଧ୍ବ ଭକ୍ତ, ଦିବ୍ଯାଙ୍ଗ ଓ ଶିଶୁ ମାନଙ୍କୁ ପ୍ରବେଶ ଶୁକ୍ଳ ଛାଡ କରାଯିବ ।

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ଜଗନ୍ନାଥଙ୍କ ଜମିରେ ନିର୍ମାଣ ହୋଇଥିବାରୁ ଏହି ବାବଦ ୩୭କୋଟି ଟଙ୍କା କ୍ଷତିପୂରଣ ପାଇବାକୁ ଥିବାବେଳେ ୨କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ପାଇଅଛି । ବାକି ୩୫କୋଟି ଟଙ୍କା ପାଇବା ପାଇଁ ଆଲୋଚନା ହୋଇଥିଲା । ଭକ୍ତ ନିବାସରେ କାର ପାର୍କିଙ୍ଗ ଫି ୫ଶହ ଟଙ୍କା ଧାର୍ଯ୍ଯ ହୋଇଥିବା ବେଳେ ତାହାକୁ କରାଯାଇ ୨୪୦ ଟଙ୍କା ଲାଗୁ କରାଯିବ ବୋଲି କମିଟିରେ ଆଲୋଚନା ହୋଇଥିଲା । ୨୦୧୨-୧୩ ମସିହାରେ ସିଂହଦ୍ଵାର ଗୁମୁଟରେ ଦଶାବତାର ମୂର୍ତ୍ତି କରାଯାଇ ସାଧା ପଥର ବସା ଯାଇଥିଲା ।

ଅବତାରର ନବମ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ରହିଥିଲା । ଏହି ଧାର୍ମିକ ପ୍ରସଙ୍ଗ ଉପରେ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ ବୋଲି ଆଲୋଚନା ହୋଇଥିଲା । ଦିବ୍ଯାଙ୍ଗ ଓ ପ୍ରୋଟୋକଲ ଦର୍ଶନ ପାଇଁ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଭିତରରେ କେହି ମୋବାଇଲ ଫୋନ ବ୍ୟବହାର କରିପାରିବେନାହିଁ । ଅତି ଜରୁରୀ ପଡିଲେ ସେବାୟତ ଗାରଦକୁ ଯାଇ ଫୋନ କରିପାରିବେ ।

ଶ୍ରୀମନ୍ଦିର ଭିତରେ ମୋବାଇଲ, ଚଷମା କ୍ଯାମେରା ଓ ଭିଡିଓ ଉଠାଇବାକୁ ବାରଣ କରାଯାଇଛି । ଏ ସମ୍ପର୍କରେ କଡା ଆଇନ ପ୍ରଣୟନ ପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି । ସେବାୟତ କଲ୍ଯାଣ, ବାସଗୃହ ନିର୍ମାଣ ଓ ନୀତିକାନ୍ତି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂ ଓ ପରିଚାଳନା କମିଟିର ସଦସ୍ଯ ମାନେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version