• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଜେପି ଦଳ ମାନସ ଦତ୍ତଙ୍କୁ ; ବାଲେଶ୍ୱର ଉପନିର୍ବାଚନର ସଂଯୋଜକ ଭାବେ ଘୋଷଣା କରିଛି

Proprietor Abhimanyu Maharana by Proprietor Abhimanyu Maharana
September 20, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ବିଜେପି ଦଳ ମାନସ ଦତ୍ତଙ୍କୁ ; ବାଲେଶ୍ୱର  ଉପନିର୍ବାଚନର ସଂଯୋଜକ ଭାବେ ଘୋଷଣା କରିଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ବାଲେଶ୍ୱର :- ବାଲେଶ୍ୱର ବିଜେପି ଦଳ  ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପନିର୍ବାଚନର ସଂଯୋଜକ ଭାବରେ ମାନସଙ୍କ ନାମ ଘୋଷଣା କରିବା ପରେ ଦଳୀୟ ପ୍ରାର୍ଥୀ ଭାବରେ ମାନସ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ବିଧାୟକଙ୍କ ପୁତ୍ର ଭାବରେ ଅନୁକମ୍ପା ଭୋଟ ହାତେଇବାକୁ ବିଜେପି ରଣନୀତିରେ ମାନସ ଯେ ପ୍ରମୁଖ ଭୂମିକା ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇଛି । ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ମଧ୍ୟ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି । ଦଳର ପ୍ରାର୍ଥୀ କିଏ ହେବ ସ୍ପଷ୍ଟ ହୋଇନି, ହେଲେ ଦଳୀୟ ସ୍ତରରେ ଚର୍ଚ୍ଚା ଯେ ପୁଣି ଥରେ ବିଜେଡିକୁ ସଦରରେ ଫେରାଇ ଆଣିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓହ୍ଲାଇ ପାରନ୍ତି ମଇଦାନକୁ । ଘନ ଘନ ବୈଠକ ମାଧ୍ୟମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ମଧ୍ୟ ନିଜକୁ ପ୍ରମୁଖ ଦାବିଦାର ଭାବରେ ସମ୍ନାକୁ ଆଣିଛନ୍ତି । ଚର୍ଚ୍ଚା ହେଉଛି ଯେ ଦୁର୍ବଳ କଂଗ୍ରେସ ପାଇଁ ଆଶାବାଡ଼ି ହୋଇ ମଙ୍ଗ ଧରିପାରନ୍ତି ପିସିସି ସଭାପତିଙ୍କ ପୁଅ ତଥା ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ।

ଦଳର ପୁରୁଖା ନେତା ପରୋକ୍ଷରେ ନବଜ୍ୟୋତିଙ୍କ ପ୍ରାର୍ଥୀ ହେବା ନେଇ ଇଶାରା ମଧ୍ୟ ଦେଇଛନ୍ତି । ଏସବୁ ଭିତରେ ବିଜେଡିର ରବୀନ୍ଦ୍ର ଓ କଂଗ୍ରେସର ନବଜ୍ୟୋତିଙ୍କ ନାମ ସବୁ ଠାରୁ ଅଧିକ ଚର୍ଚ୍ଚା ହେଉଛି । ଦୁଇ ଜଣ ଯାକ ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ପାଇଁ ନିଜ ଦଳର ସାଂସଦ ପ୍ରାର୍ଥୀ ରହିଥିଲେ ଓ ପରାସ୍ତ ହୋଇଥିଲେ । ଗତ ତିନୋଟି ବିଧାନ ସଭା ନିର୍ବାଚନକୁ ଦେଖିଲେ ବିଜେଡି ଅଧିକ ଶକ୍ତିଶାଳୀ ଥିବା ଜଣା ପଡୁଛି । ଗତ ନିର୍ବାଚନରେ ବିଜେପି ନିଜର ଦମ୍‌ ଦେଖାଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪,୮୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ପାଇଥିଲେ ୬୧,୪୦୯ ଖଣ୍ଡ ଭୋଟ । କଂଗ୍ରେସ ମାତ୍ର ୧୯,୭୦୪ ଖଣ୍ଡ ଭୋଟ ହାତେଇବାରେ ସଫଳ ହୋଇଥିଲା । ପ୍ରତିଶତରେ ଦେଖିଲେ ବିଜେପି ୪୭.୨୬%, ବିଜେଡି ୩୮.୭୯% ଓ କଂଗ୍ରେସ ୧୨.୪୫% ଭୋଟ ପାଇଥିଲା । (ଦୀପ୍ତିମାନ ପତି / ବାଲେଶ୍ୱର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

July 2, 2026
କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version