ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ମୋହନା ସ୍ଥିତ ଅନ୍ଧ ଓ ମୂଖ୍ୟ ବଧିର ବିଦ୍ୟାଳୟ ପ୍ରି: କ୍ରୀସମାସ ପାଳନ କରାଗଲା । ଉକ୍ତ ପ୍ରୋଗ୍ରାମ ରେ ଶିକ୍ଷା କମିଟି ର ସଭାପତି ଶ୍ରୀ ପ୍ରଶାନ୍ତ ବିର ସଭପତିତ୍ବ କରିବା ସହ ମୁଖ୍ୟ ଅତିଥି ସମ୍ମାନୀତ ଜାଜକ ଆଇସାକ ନାୟକ ମୂଖ୍ୟ ବକ୍ତା ମାନନୀୟ ଯାଜକ ମାଲ୍ୟକାସ ବିର ଓ ସମ୍ମାନୀତ ଅତିଥି,ଅଧ୍ୟକ୍ଷା ଗିରିଜା ମିଶ୍ର ଏବଂ MR and CP ଅଧ୍ୟକ୍ଷା ସ୍ୱାଗତିକା ସିଂ । ମାନନୀୟ ଡୀକନ ( ଉପଯାଜକ) ଏହା ମାସଂଘ୍ ର ସମସ୍ତ ସଦ୍ୟସ୍ୟ ଗଣ ,















