ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା ସରକାର ଗଣଶିକ୍ଷା ବିଭାଗ ତରଫ ରୁ ଏକ ଅଭିନବ ପଦକ୍ଷେପ ନିଆ ଯାଇଛି । ଯାହାକି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓଡ଼ିଶାର ସମସ୍ତ ଘର କୁ ଯାଇ ତାଙ୍କ ଶୁନ ରୁ ଅଠର ବର୍ଷ ବୟସ ର କିଏ ପାଠ ପଢୁଛି, କିଏ ଅଧାରୁ ପାଠ ପଢା ଛାଡ଼ିଛି ଏବଂ କିଏ ଆଦୌ ପାଠ ପଢି ନାହିଁ ତାହା ସର୍ବେ କରାଯାଇଥିଲା ।















