• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡିସେମ୍ବର ୧୨ରେ ମହୋଦଧି ଦିବସ

Proprietor Abhimanyu Maharana by Proprietor Abhimanyu Maharana
December 8, 2025
in ଓଡ଼ିଶା, ପୁରୀ, ହୋମ୍
0
ଡିସେମ୍ବର ୧୨ରେ ମହୋଦଧି ଦିବସ
Share on FacebookShare on TwitterWhatsapp

. ଯୋଗଦେବେ ସୁନାମଧନ୍ୟ ଚଳଚ୍ଚିତ୍ର ତାରକା

. ଜାପାନ ର ଆକାଇ ଡୋଇ ପାଇବେ ମହୋଦଧି ସମ୍ମାନ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଚଳିତ ବର୍ଷ ଡିସେମ୍ବର ୧୨ରେ ୫ମ ମହୋଦଧି ଦିବସ ପୁରୀ ଲାଇଟ୍ ହାଉସ ସମ୍ମୁଖ ବେଳାଭୂମି ଠାରେ ଅନୁଷ୍ଠିତ ହେବ | ଏହାସହ ଓଡିଶା ର ୧୫ ଟି ଜିଲ୍ଲା ରେ ମଧ୍ୟ ୧ମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି | ଆଗାମୀ ଭବିଷ୍ୟତ ପାଇଁ ସମୁଦ୍ରର ସୁରକ୍ଷା ( Safeguarding sea for future generation)ବିଷୟବସ୍ତୁ ରଖାଯାଇଛି | ଏ ସମ୍ପର୍କରେ ଶନିବାର ଅପରାହ୍ନରେ ହୋଟେଲ ଅତିଥି ହେରିଟେଜ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଆୟୋଜକ କମିଟି ତରଫରୁ କୁହାଯାଇଛି |

ଏ ବର୍ଷ କାର୍ଯ୍ୟକ୍ରମର ଅଧିକ ପ୍ରଚାର ପ୍ରସାର ପାଇଁ ବିଶେଷ ଭାବରେ ସମୁଦ୍ର ଜଙ୍ଗଲ ଓ ନଦୀ ଥିବା ଅଞ୍ଚଳରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ପ୍ରୋତ୍ସାହିତ କରାଯିବ |ଢେଙ୍କାନାଳ, ମାଲକାନଗିରି,କୋରାପୁଟ,ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ଵର, କଟକ , ଖୋର୍ଦ୍ଧା, ବ୍ରହ୍ମପୁର, ବାରିପଦା, ଅନୁଗୁଳ ରେ ୧୦ ଓ ୧୧ ରେ କାର୍ଯକ୍ରମ ଅନୁଷ୍ଠିତ ହେବ | ଡିସେମ୍ବର ୧୨ ତାରିଖ ଦିନ ପୁରୀ ବେଳା ଭୁମି ଲାଇଟ୍ ହାଉସ ସମ୍ମୁଖରେ ଭବ୍ୟକାର୍ଯ୍ୟକ୍ରମର ଆୟୋଜନ କରାଯିବ।ସକାଳେ ୯ ଟା ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଛି |ବୋଟ ରେସ ସହିତ ରାଷ୍ଟ୍ରୀୟ ସ୍ତରୀୟ କଳାକାର ମାନଙ୍କୁ ନେଇ ମହୋଦଧି ଆର୍ଟ ପଦର୍ଶନୀ ଆୟୋଜିତ କରାଯିବ।

ଚିତ୍ର ଅଙ୍କନ ପ୍ରତିଯୋଗିତା, ଚିତ୍ର ଉତ୍ତୋଳନ ପ୍ରତିଯୋଗିତା, ବାଲୁକା ଚିତ୍ର କାର୍ଯ୍ୟକ୍ରମ ରହିଛି | ବାଲୁକା ଚିତ୍ର ଅଙ୍କନ କରିବେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ |. ଅପରାହ୍ନ ୩ ଟା ରେ ରାଜ୍ୟ ସ୍ତରୀୟ କବିତା ଆସର ଆୟୋଜିତ ହେବ।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ ସହିତ କଲିକତାର ଶ୍ରୀଜନ କଳା କେନ୍ଦ୍ର ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ଆଗାମୀ ଚଳଚ୍ଚିତ୍ର ଲଢେଇ ଓ ବୁଲେଟର ପ୍ରୋମୋସନ୍ କରାଯିବ। ଟ୍ରାନସ ଜେଣ୍ଡର କମ୍ୟୁନିଟି ଦ୍ଵାରା ଫ୍ୟାସନ ସୋ ଓ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ।ଏହି ଅବସରରେ ରେଡ ଡଟ୍ ସହାୟତାରେ କୃତି ଭିନ୍ନକ୍ଷମ ମାନଙ୍କୁ ସିଲେଇ ମେସିନ ଓ ହୁଇଲ୍ ଚେୟାର ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ମହୋଦଧି ସମ୍ମାନ ଜାପାନ ର ଆକାଇ ଡୋଇ ଙ୍କୁ ପ୍ରଦାନ କରାଯିବ |ସାମୁଦ୍ରିକ କ୍ରୀଡା ସହିତ ନୃତ୍ୟ, ଗୀତ ଏଵଂ ଚଳଚ୍ଚିତ୍ର ତାରକା ମାନଙ୍କର ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ| ଅପରାହ୍ନ ରେ କବିତା ପାଠ କରିବେ ଓଡ଼ିଶାର ପ୍ରଖ୍ୟାତ କବି ଏଵଂ କବିୟତ୍ରୀ |କଣ୍ଠ ଶିଳ୍ପୀ ରାଜେନ୍ଦ୍ର ମିଶ୍ର ଏଵଂ ଦେବାଂଶୀ ଦାଶ ଙ୍କ ଓଡ଼ିଆ ଗୀତ ର କାର୍ଯ୍ୟକ୍ରମ ରହିଛି|
ଓଡ଼ିଶାର ସୁପ୍ରସିଦ୍ଧ ଫିଲ୍ମ କଣ୍ଠ ଶିଳ୍ପୀ ବିଷ୍ଣୁ ମୋହନ କବି,ସାଗରୀକା ମିଶ୍ର, ମିସ ସାଇନା ପ୍ରମୁଖ ଓଡ଼ିଆ ଏଵଂ ହିନ୍ଦୀ ସଂଗୀତ ପରିବେଷଣ କରିବେ |

ପ୍ରସିଦ୍ଧ ନିର୍ଦେଶକ ଅଶୋକ ପତି ଙ୍କ ନୂଆ ସିନେମା “ଲଢେଇ” ର ତାରକା ମାନେ ମଞ୍ଚରେ ନୃତ୍ୟ ଗୀତ ପରିବେଷଣ କରିବେ | ପ୍ରସିଦ୍ଧ କଳାକାର ପୁଷ୍ପା ପଣ୍ଡା,କେ.କେ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହିବେ | ଚଳଚ୍ଚିତ୍ର ମୋଟରସାଇକେଲ ପକ୍ଷରୁ ଉପସ୍ଥିତ ରହିବେ କୁନା ତ୍ରିପାଠୀ, ହିରୋ ଜ୍ୟୋତି ନାୟକ, ଅଭିନେତ୍ରୀ ଙ୍କ ସହିତ ଯୁବ ନିର୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏଵଂ ପ୍ରେରଣା ପ୍ରତୀକ୍ଷା | ନୂଆ ଓଡ଼ିଆ ଚଳଚ୍ଚିତ୍ର “ଅପେକ୍ଷା” ତରଫରୁ ହିରୋ ସାର୍ଥକ ଏଵଂ ହିରୋଇନ ଶୁଭାଙ୍ଗି,କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନୃତ୍ୟ ଗୀତ ମାଧ୍ୟମ ରେ ଶ୍ରଦ୍ଧାଞ୍ଜଳି ଦିଆଯିବ |

“ଅପେକ୍ଷା” ଚଳଚ୍ଚିତ୍ରରେ ହ୍ୟୁମାନ ସାଗର ଖୁବ ସୁନ୍ଦର ରୋମାଣ୍ଟିକ ଗୀତ ଅସୀମା ପଣ୍ଡା ଙ୍କ ସହିତ ଗାଇବେ | କଲିକତା ରୁ ଆସୁଥିବା ନୃତ୍ୟ କଳାକାର ମାନେ ବେଙ୍ଗଲ ଫୋକ ନୃତ୍ୟ ଏଵଂ ହିନ୍ଦୀ ସିନେମା ସଂଗୀତରେ ଦର୍ଶକ ଙ୍କ ମନୋରଞ୍ଜନ କରିବେ | ଭୁବନେଶ୍ୱର ରେଡ ଡ଼ଟ ସ୍ୱସ୍ତିକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗ ଖେଳାଳି ମାନଙ୍କୁ ହୁଇଲ ଚେୟାର ସହିତ ଭିନ୍ନକ୍ଷମ ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ଅଟୋମେଟିକ ସିଲାଇ ମେସିନ ମାଗଣାରେ ବଣ୍ଟନ କରାଯିବ |

ଏହି ଉତ୍ସବରେ ଅନେକ କଳାକାର ଏଵଂ ପ୍ରତିଯୋଗିତା ରେ ସଫଳତା ପାଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ | ଆଗାମୀ ବର୍ଷ ୨0୨୬ରେ ମହୋଦଧି ଦିବସ ଆନ୍ତର୍ଜାତିକ ସ୍ତରରେ ସାତଦିନ ବ୍ୟାପୀ କରାଯିବ ଏଵଂ ଦେଶ ବିଦେଶର ସାମୁଦ୍ରିକ କ୍ରୀଡ଼ାବିତ ଏଵଂ ଭାରତ ବର୍ଷର ସୁଖ୍ୟାତି ଅର୍ଜନ କରିଥିବା କଳାକାର ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଆୟୋଜକମାନେ କହିଥିଲେ |

ଏହି ସାମ୍ବାଦିକ ସମ୍ମିଳନୀ ରେ ଦି ବେଲ ର ଅଧକ୍ଷ ସିଦ୍ଧାର୍ଥ ରାୟ, ଉପସଭାପତି ସୁକାନ୍ତ ପଣ୍ଡା, ଅଭ୍ୟର୍ଥନା କମିଟି ଓ ପରିବର୍ତ୍ତନ ଓଡିଶା ର ଅଧକ୍ଷ ଜିତେନ୍ଦ୍ର ମହାପାତ୍ର,ବରିଷ୍ଠ ସିନେ ଓ ଟେଲିଭିଜନ ନିର୍ଦେଶକ ଶ୍ୟାମା ପ୍ରସାଦ ମିଶ୍ର, ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ୱର ମହାସୁଆର, ପରିବର୍ତ୍ତନ ଓଡିଶା ର ସହ ସମ୍ପାଦକ ଶ୍ୟାମ ସୁନ୍ଦର ମହାପାତ୍ର ଙ୍କ ସମେତ ଦି ବେଲ ର କର୍ମକର୍ତ୍ତା ଯୋଗଦେଇଥିଲେ | ଏହି ଅବସର ରେ ମହୋଦଧି ଦିବସ ୨0୨୫ ର ପୋଷ୍ଟର ଉନ୍ମୋଚିତ ହୋଇଥିଲା |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

August 22, 2026
ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

August 22, 2026
ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ

ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ

August 22, 2026
୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

August 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

August 22, 2026
ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

August 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version