ୟଙ୍ଗ ଇଣ୍ଡିୟାନ୍ସ ଭୁବନେଶ୍ୱର ଚ୍ୟାପ୍ଟର ଦ୍ୱାରା କନଫ୍ଲୁଏନ୍ସିଆ ୨୦୨୫ ପାଇଁ ଏକ ପ୍ରାରମ୍ଭିକ ଉତ୍ସବ
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ୟଙ୍ଗ ଇଣ୍ଡିୟାନ୍ସ (ୱାଇଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ କନଫ୍ଲୁଏନ୍ସିଆ ୨୦୨୫ର ପ୍ରାରମ୍ଭିକ ଉତ୍ସବ ଭାବେ ଭାରତରେ ସ୍ପେନର ରାଷ୍ଟ୍ରଦୂତ ମହାମହିମ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା ଆୟୋଜନ କରାଯାଇଥିଲା।















