• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମସ୍ତ ଯୋଗ୍ୟତା ରହିଛି ତଥାପି ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି, ଗ୍ରାମ କୋଠା ଘରେ ଦୁଃଖଦ ଜୀବନ ବିତାଉଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
November 4, 2025
in ଓଡ଼ିଶା, ଗଜପତି, ହୋମ୍
0
ସମସ୍ତ ଯୋଗ୍ୟତା ରହିଛି ତଥାପି ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି, ଗ୍ରାମ କୋଠା ଘରେ ଦୁଃଖଦ ଜୀବନ ବିତାଉଛନ୍ତି
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତ ବୁରୁପଦା ଗ୍ରାମର ବୃଦ୍ଧ ଦମ୍ପତି କରୁଣାକର ନାୟକ ଓ ଚନ୍ଦ୍ରମା ନାୟକଙ୍କ ଲାଗି ମୁଣ୍ଡ ଗୁଞ୍ଜିବାକୁ ନିଜର ଘର ନାହିଁ । ଏମାନଙ୍କ ସହ ଗ୍ରାମବାସୀମାନେ ସରକାରୀ ଘର ଖଣ୍ଡିଏ ପାଇଁ ବାରମ୍ବାର ନିବେଦନ କରିଛନ୍ତି. ହେଲେ କେହି କର୍ଣ୍ଣପାତ କରୁନାହାନ୍ତି. ସରକାରୀ ଯୋଜନାରେ ଘର ଖଣ୍ଡେ ମିଳିବା ପାଇଁ ଯେତିକି ଯୋଗ୍ୟତା ରହିବା କଥା ସେ ସମସ୍ତ ଯୋଗ୍ୟତା ଏହି ବୃଦ୍ଧ ଦମ୍ପତିଙ୍କ ଠାରେ ରହିଛି. ତଥାପି ସେମାନଙ୍କୁ ଘର ଖଣ୍ଡେ ଯୋଗାଇ ଦିଆ ଯାଉନାହିଁ.

ସମ୍ପୃକ୍ତ ଦମ୍ପତିଙ୍କୁ କେଉଁ କାରଣରୁ କାହିଁକି ଘରଟିଏ ଦିଆ ଯାଉନାହିଁ ତାହାର ବର୍ତ୍ତମାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ତଦନ୍ତ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି l ଏହି ଦମ୍ପତି ବହୁ ଦିନ ହେଲା ଗାଆଁ କୋଠ ଘରେ ବିତୁଛି ଜୀବନ । ଦମ୍ପତିଙ୍କ କେହି ସନ୍ତାନସନ୍ତତି ନଥୁବାରୁ ପରିଣତ ବୟସରେ ଯତ୍ନ ନେବାକୁ କେହି ନାହାନ୍ତି । ଭତ୍ତା ଟଙ୍କାରେ ଦିନ କଟୁଛି । କୁଡ଼ିଆ ଘର ତିଆରି କରିଥିଲେ କିନ୍ତୁ ଗତ ତିତିଲି ବାତ୍ୟାରେ ସବୁ ଭାଙ୍ଗି ଯାଇଥିଲା ।

ସେବେଠାରୁ ଗ୍ରାମର ଏକ ଭଙ୍ଗା ମାଟି ଘରେ ରହୁଛନ୍ତି ଏହି ଦମ୍ପତି । ତେଣୁ ଏହି ଦମ୍ପତିଙ୍କ ପାଇଁ ଘର ଖଣ୍ଡେ ଯୋଗାଇବା ଉଦ୍ଦେଶ୍ୟରେ ଗ୍ରାମର କିଛି ଭଦ୍ରଲୋକ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ଦରଖାସ୍ତ କରି ବହୁ ନିବେଦନ କରିଛନ୍ତି. ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି. ଅଞ୍ଚଳବାସୀ କହିଛନ୍ତି ସରକାରୀ ଘର ଯୋଗାଇବା ପାଇଁ ଏହି ଦମ୍ପତିଙ୍କର ସମସ୍ତ ପ୍ରକାର ଯୋଗ୍ୟତା ରହିଛି. ହେଲେ କାହିଁକି ଏଭଳି ଗରିବ ଅସହାୟ ବୃଦ୍ଧ – ବୃଦ୍ଧା ଦମ୍ପତିଙ୍କୁ ଘର ଖଣ୍ଡେ ଦିଆ ଯାଉନି…..? ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Ekaa – The One : National Art Exhibition Celebrating the 64 Yoginis Arrives in Bhubaneswar

Ekaa – The One : National Art Exhibition Celebrating the 64 Yoginis Arrives in Bhubaneswar

March 13, 2026
ସ୍ଥାୟୀ ବିକାଶ ପାଇଁ ଦୃଢ଼ ଶିଳ୍ପ-ସରକାର ସହଭାଗୀତା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

ସ୍ଥାୟୀ ବିକାଶ ପାଇଁ ଦୃଢ଼ ଶିଳ୍ପ-ସରକାର ସହଭାଗୀତା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

March 13, 2026
ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ

ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ

March 13, 2026
ରାଜ୍ୟସ୍ତରୀୟ “ୟଙ୍ଗ ଗ୍ରୀନଭୋକେଟ କନକ୍ଲେଭ ସିଜିନ – ୧” ଆୟୋଜିତ

ରାଜ୍ୟସ୍ତରୀୟ “ୟଙ୍ଗ ଗ୍ରୀନଭୋକେଟ କନକ୍ଲେଭ ସିଜିନ – ୧” ଆୟୋଜିତ

March 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Ekaa – The One : National Art Exhibition Celebrating the 64 Yoginis Arrives in Bhubaneswar

Ekaa – The One : National Art Exhibition Celebrating the 64 Yoginis Arrives in Bhubaneswar

March 13, 2026
ସ୍ଥାୟୀ ବିକାଶ ପାଇଁ ଦୃଢ଼ ଶିଳ୍ପ-ସରକାର ସହଭାଗୀତା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

ସ୍ଥାୟୀ ବିକାଶ ପାଇଁ ଦୃଢ଼ ଶିଳ୍ପ-ସରକାର ସହଭାଗୀତା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

March 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version