ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଜାତୀୟ ଏକତା ଦିବସ ଉପଲକ୍ଷେ ତୁରେକେଲା ଓ କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଗରିମାମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତୁରେକେଲା ପୋଲିସ ଥାନାରେ ପ୍ରଥମେ ସପତ ପାଠ କରିବା ପରେ ଗୋଟିଏ ଜାତୀୟ ଏକତାକୁ ନେଇ ସଚେତନତା ବାର୍ତା ଦେବା ସହ ଶୋଭାଯାତ୍ରା ତୁରେକେଲା ମୁଖ୍ୟ ମାର୍ଗ ଦେଇ ଥାନା କୁ ପହଞ୍ଚିଥିଲା।















