ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚ ଏବଂ ପ୍ରଗତି ଶାଖା ‘ଆନନ୍ଦ ସବକେ ଲିଏ’ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ମଞ୍ଚର ସଭାପତି ମନୀଷ ଅଗ୍ରୱାଲଙ୍କ ନେତୃତ୍ବରେ ଯୁବା ମୋହନ ସୋନି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଚଳିତ ବର୍ଷ କଣ୍ଟାବାଞ୍ଜି ବାଳ ଆଶ୍ରମରେ କୁନି କୁନି ଛୁଆଙ୍କ ସହ ମିଶି ଦୀପାବଳୀ ପର୍ବ ପାଳନ କରାଯାଇଥିଲା ।















