ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ବଢ଼ିବାରେ ଲାଗିଛି ଚୋରଙ୍କ ଆତଙ୍କ । କିଛିଦିନ ତଳେ ପ୍ରାଣୀ ଚିକିତ୍ସାଳୟରୁ ଏସି ଚୋରି କରିଥିଲେ । ସେହିପରି ଗତକାଲି ରାତି ସହରର ଆମ୍ବପଡାରେ ଥିବା ଶୁଶାନ୍ତ ମହାନ୍ତି ଙ୍କ ଘରୁ କଲା କନା ବୁଲାଇଛନ୍ତି ।
ଥାନା ରେ ଦେଇଥିବା ଅଭିଯୋଗ ଅନୁସାରେ ଶୁଶାନ୍ତ ଘରେ ନଥିବା ସମୟରେ ଜଗୁଆଳି ଚୁଡାମଣି ପୁଟେଲ ଘରକୁ ଜଗିଥିଲେ ।















