ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଆର,ଉଦୟଗିର ମଣ୍ଡଳ ସୁଣ୍ଡୁରୁବାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶତାଦ୍ଦୀ ବର୍ଷ ପାଳିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଶବର ସମାଜ ମାର୍ଗଦର୍ଶକ ପ୍ରମୁଖ ଝାମ୍ପୁରା ରଇତ ଓ ସମ୍ମାନିତ ଅତିଥିଭାବେ ଓ୍ବାର୍ଡସଭ୍ୟ ଲବକୃଷ୍ଣ ନାୟକ , ମୁଖ୍ୟବକ୍ତା ଭାବେ ଖଣ୍ଡ କାର୍ଯ୍ୟବାହ ବୃନ୍ଦାବନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।















