ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ଗାଁରେ ଯାତ୍ରୀବାହି ଅଟୋ ସହ ବାଇକ ଧକ୍କା l ଫଳରେ ଅଟୋ ଟି ରାସ୍ତା କଡ଼କୁ ଓଲଟି ପଡିଛି l ଏହି ଦୁର୍ଘଟଣା ରେ 9 ଜଣ ଆହତ ହୋଇଛନ୍ତି l ଅହତଙ୍କ ମଧ୍ୟରେ ଅଟୋରେ ଥିବା 7 ଜଣ ମହିଳା ଓ ବାଇକ ରେ ଥିବା ଜଣେ ମହିଳା, ଜଣେ ପୁରୁଷ ଅଛନ୍ତି l















