ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର ଘର ଗାଁ ରେ ଜ୍ୱାଇଁ ର ଆତ୍ମହତ୍ୟା ଏଭଳି ଏକ ଘଟଣା ଘଟିଛି ଖୁଟୁଲୁମୁଣ୍ଡା ଗାଁ ରେ । ସାଲେପଡା ଗାଁର ଲମ୍ବୋଦର ବାଗ ବୟସ ପଖାପଖି ୬୫ବର୍ଷ ହେବ ସେ ଗତ ୪ ଦିନ ହେବ ଖୁଟୁଲୁମୁଣ୍ଡା ରେ ନିଜ ଶ୍ୱଶୁର ଘର କୁ ଆସିଥିଲେ ।















