• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଲିଜ ଖଣିରେ ମାଫିଆଙ୍କ ରାଜ – ଲିଜଧାରୀଙ୍କୁ ମିଳୁନାହିଁ ଅନୁମତି

Proprietor Abhimanyu Maharana by Proprietor Abhimanyu Maharana
September 11, 2025
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଲିଜ ଖଣିରେ ମାଫିଆଙ୍କ ରାଜ – ଲିଜଧାରୀଙ୍କୁ ମିଳୁନାହିଁ ଅନୁମତି
Share on FacebookShare on TwitterWhatsapp

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :- ଲିଜ ଖଣିରେ ମାଫିଆଙ୍କ ରାଜ ।ମାଫିଆମାନେ ଦିନ ଦ୍ୱିପ୍ରହରେ ଖୋଲମଖୋଲା ଭାବରେ କରୁଛନ୍ତି ଖଣି ଲୁଟ।ଖଣି ଲିଜ ପାଇଥିବା ଲିଜଧାରୀଙ୍କୁ ତହସିଲ ରୁ ମିଳୁନାହିଁ ଅନୁମତି ।ଏନେଇ ଲିଜ ଧାରି ରଣପୁର ତହସିଲଦାର ଓ  ଚାନ୍ଦପୁର ଥନା ଅଧିକାରୀଙ୍କ ନିକଟରେ କରିଛନ୍ତି ଲିଖିତ ଅଭିଯୋଗ।ଘଟଣାରୁ ଜଣାପଡିଛି ନୟାଗଡ ଜିଲ୍ଲା ରଣପୁର ତହସିଲ ଅଧିନସ୍ଥ ବୋରାବରଝର ଖୋତା ନଂ-୭୧୬,ପ୍ଲଟ ନଂ-୩୮୪, ଏରିଆ-୪ଏକର ୫୦ଡିସିମିଲ ଯାଗାକୁ ଖଣି ଖନନ ପାଇଁ ପ୍ରତାପ କିଶୋର ମହାନ୍ତିଙ୍କ ନାମରେ ୫ବର୍ଷ ପାଇଁ ଏଗ୍ରିମେଣ୍ଟ ହୋଇଛି ।

ସରକାରଙ୍କ ନିୟମାନୁସାରେ ଖଣିଲିଜ ଧାରୀ ସମସ୍ତ ଅର୍ଥ ସରକାରଙ୍କ ଖଣିବିଭାଗରେ ଜମାକରିଛନ୍ତି । ଲିଜଧାରୀ ଉକ୍ତ ଖଣିକୁ ଏଗ୍ରିମେଣ୍ଟ ସୂତ୍ରରେ ଦୁଷ୍ମନ୍ତ ଶ୍ରୀଚନ୍ଦନ ନାମକ ଜଣେ ବ୍ୟକ୍ତିଙ୍କୁ ୫ବର୍ଷ ପାଇଁ ଦେଇଛନ୍ତି।ଖଣି ଖନନ ନିମନ୍ତେ ୦୧.୧୦.୨୦୨୨ଠାର ୩୧.୩.୨୦୨୭ପର୍ଯ୍ୟନ୍ତ ଖଣିବିଭାଗ ଠାରୁ ପଲ୍ୟୁସନ ସାର୍ଟିଫିକେଟ ଲିଜଧାରୀଙ୍କୁ ମିଳିଛି ।

ହେଲେ ଉକ୍ତ ଲିଜ ପ୍ଲଟରେ ମାଫିଆମାନେ ବଳପୂର୍ବକ ସରକାରଙ୍କ ଅସାଧୁ ପୋଲିସ ଓ ତହସିଲ କର୍ମଚାରୀଙ୍କୁ ସହିତ ମଧୁଚନ୍ଦ୍ରିକା କରି ଦିନ ଦ୍ୱିପ୍ରହରେ ବେଧଡକ ଭାବରେ ମାଙ୍କଡା ପଥର ଲୁଟ କରି ଚାଲିଛନ୍ତି । ଏନେଇ ଲିଜ ଧାରୀ ବାରମ୍ବାର ରଣପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ କୈ।ଣସି ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଲିଜଧାରୀଙ୍କୁ ଖଣି ଖୋଳିବା ନିମନ୍ତେ ରଣପୁର ତହସିଲଦାର କାର୍ଯ୍ୟାଦେଶ ଦେଇନାହାନ୍ତି । ଏନେଇ ଆଜି ଲିଜଧାରୀଙ୍କ ପକ୍ଷରୁ ରଣପୁର ତହସିଲଦାର ଓ ଚାନ୍ଦପୁର ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି।ଲିଜଧାରୀଙ୍କ ଖଣିରେ ମାଫିଆମାନେ ବଳପୂର୍ବକ ଖଣିରୁ ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡା ପଥର ଓ ମୋରମ ଲୁଟି ନେଉଛନ୍ତି ।

ଲିଜଧାରୀ ତାଙ୍କ ନିଲାମ ଖଣି ନ ଖୋଳିବାକୁ ବାରଣ କରିବାରୁ ମାଫିଆମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସେଠାରୁ ଭଗେଇ ଦେଉଛନ୍ତି । ଏବଂ  ଜୀବନରେ ମାରିଦେବାକୁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି।ଯଦି ଆଗାମି ଦିନରେ ଖଣି ଖନନ ପାଇଁ  ରଣପୁର ତହସିଲଦାର ନ ଦିଅନ୍ତୁ l

ତେବେ ସେ ସରକାର ଙ୍କ ନିକଟରେ ଜମା ରଖିଥିବା ଟଙ୍କା ଫେରାଇ ନେବାକୁ ନିବେଦନ କରିଛନ୍ତି । ଵେଆଇନ୍ ଭାବରେ ଲିଜ୍ ପ୍ଳଟରେ ଖଣି ଖୋଳି ଲୁଟି ନେଇଥିବା ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

September 4, 2026
ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

ଗଜପତି ଜିଲ୍ଲାର ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ

September 3, 2026
ବେଣ୍ଟ ଠାରେ ହୋଇଥିବା ନାରକୀୟ ହତ୍ୟା କାଣ୍ଡ ର ହତ୍ୟାକାରୀ ଙ୍କୁ ନୟାଗଡ଼ ପୁଲିସ ଖୁବଶୀଘ୍ର ଲୋକଲୋଚନକୁ ଆଣିବ

ବେଣ୍ଟ ଠାରେ ହୋଇଥିବା ନାରକୀୟ ହତ୍ୟା କାଣ୍ଡ ର ହତ୍ୟାକାରୀ ଙ୍କୁ ନୟାଗଡ଼ ପୁଲିସ ଖୁବଶୀଘ୍ର ଲୋକଲୋଚନକୁ ଆଣିବ

September 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଘାଟିତ

September 4, 2026
ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

September 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version