ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଗଜପତି ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳରୁ ଜନସାଧାରଣଙ୍କ ହଜିଯାଇଥିବା ମୋବାଇଲ ନେଇ ମକଦ୍ଧମା ହୋଇଥିଲା । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୀତେନ୍ଦ୍ର କୁମାର ପଣ୍ଡା ଓ ଡି ଏସ୍ ପି ସୁନିଲ୍ କୁମାର୍ ମାହାନ୍ତିଙ୍କ ଉପସ୍ଥିତ ରେ ଆଜି ଦିନ ୧୧ଘଣ୍ଟା ସମୟ ରେ ଏସପି କର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ

କହିଥିଲେ ଯେ ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳରୁ ଗତ ୨ ମାସ ମଧ୍ୟରେ ସାଧାରଣ ଜନତା ଙ୍କ ବିଭିନ୍ନ ସ୍ଥାନରେ କୈାଣସି ବଶତଃ ହଜିଯାଇଥିଲା ମୋବାଇଲ ସେମାନେ ନିଜ ନିଜର ପରିଚୟ ପତ୍ର ଦେଖାଇବା ପରେ ସେମାନଙ୍କୁ ମୋବାଇଲ ଫେରସ୍ତ କରାଯାଇଛି ।















