ଏ.ଏନ.ଏମ ଟ୍ରେନିଙ୍ଗ କେନ୍ଦ୍ରର ଅଧକ୍ଷା ପ୍ରତିଭା କୁମାରୀ ନାୟକ, ଶିକ୍ଷୟତ୍ରୀ ଲକ୍ଷ୍ମୀ ପ୍ରିୟା ସେଠୀ, ସଙ୍ଗୀତା ମହାପାତ୍ର, ତୃପ୍ତିମୟୀ ନନ୍ଦ ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ୱିନୀ ବେହେରା, ସୁମନ୍ତ କୁମାର ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ l ଗଣେଶ ପୂଜା କୁ ଟ୍ରେନିଙ୍ଗ କେନ୍ଦ୍ରର ଛାତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିଥଲେ l

© 2023 Odisha Taza News.