No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଏକ ଅଗ୍ରଣୀ ମହିଳା ସଂଗଠନ ପ୍ରଗତି ମହିଳା ସଙ୍ଗଠନ ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀଙ୍କୁ ଏସ କେ ପି ବିଶ୍ଵ ହ୍ୟୁମାନ ରାଇଟସର ଧାର୍ମିକ ଓ
ସାଂସ୍କୃତିକ କର୍ମୀ ସଂଘ ର ଗଜପତି ଜିଲ୍ଲା କର୍ଡିନେଟ ର ଭାବେ ନିଯୁକ୍ତ ପାଇଥିବା ଜଣା ପଡ଼ିଛି ତାଙ୍କର ଏହି ନିଯୁକ୍ତିକୁ ନେଇ ବିଭିନ୍ନ ମହଲରେ ସ୍ବାଗତ ର ସୁଅ ଛୁଟିଛି l

No Result
View All Result