• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପ୍ରଥମ ଥର ପାଇଁ ରଣପୁରରେ ପଥୋତ୍ସବ ଅନୁଷ୍ଠିତ – ରଣପୁର

Proprietor Abhimanyu Maharana by Proprietor Abhimanyu Maharana
December 29, 2019
in Uncategorized
0
ପ୍ରଥମ ଥର ପାଇଁ ରଣପୁରରେ ପଥୋତ୍ସବ ଅନୁଷ୍ଠିତ – ରଣପୁର

MLA-Ranpur

Share on FacebookShare on TwitterWhatsapp

ନୟାଗଡ ଜିଲ୍ଲା ରଣପୁର (ଓଡିଶା ତାଜା ନିଉଜ୍) ରଣପୁର :- ନୟାଗଡ ଜିଲ୍ଲା ରଣପୁରରେ ପ୍ରଥମ ଥର ପାଇଁ ରବିବାର ଦିନ ଥୋତ୍ସବ ଅନୁଷ୍ଠିତ ହୋଇ ଥିଲା । ଏହି ପରି୍େରକ୍ଷୀରେ ପ୍ରଦର୍ଶନୀ ଓ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା ରଣୁର ଜଗନ୍ନାଥ ମନ୍ଦିର ଠାରୁ ଞ୍ଚୁଦୋଳ ପଡିଆ ର୍ଯ୍ୟନ୍ତ ରାଜ ରାସ୍ତାରେ । ସକାଳୁ ଅସହ୍ୟ ଶୀତ ହେଉଥିବା ସତ୍ୱେ ପ୍ର।ୟ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଯୁବକ ଏହି ସାଇକେଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

Ranpur

ଏଭଳି ଏକ ଥୋତ୍ସବ ରଣୁରରେ ପ୍ରଥମ କରି ଆୟୋଜନ କରାଯାଇଥିବା ବେଳେ ରାସ୍ତାରେ ଟ୍ରାିକ୍ ନିୟନ୍ତ୍ରଣ ପାଇଁ କୌଣସି ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇ ନ ଥିଲା । ଯାହାଳରେ ରାସ୍ତାରେ ସାଇକେଲ ରେସିଙ୍ଗ ଓ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଯାନ ବାହନଗୁଡିକ ଯାତାୟତ କରୁଥିଲା । ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହି ସ୍ଲୋ-ସାଇକେଲ ରେସିଙ୍ଗକୁ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଉଦ୍ଘାଟନ କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସ୍ଲୋ-ସାଇକେଲ ରେସିଙ୍ଗକୁ କାହ୍ନୁ ଚରଣ ସିଂଦେଓ, ସାମ୍ବାଦିକ ରମେଶ ପ୍ରଧାନ ଓ ସ୍ଥାନୀୟ ଯୁବକମାନଙ୍କ ସହେଯାଗରେ ପରିଚାଳନା କରାଯାଇଥିଲା ।

M.L.A.Ranpur

ମୂଖ୍ୟ ବକ୍ତା ଭାବେ ପୁର୍ବତନ ରଣପୁର ବ୍ଲକ ଚେୟାରମ୍ୟାନ ଦେବାଶିଷ ଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଯୁବ ନେତା ଲିଙ୍ଗରାଜ ନାୟକ, ବି.ଜେ.ପିର ବରିଷ୍ଠ ନେତା ପରେଶ ମିଶ୍ର, ରଣୁର ସହକାରୀ କୃଷି ଅଧିକାରୀ ସୁଭେନ୍ଦୁ ସିଙ୍ଗଦେଓ ପ୍ରମୂଖ ଯୋଗ ଦେଇଥିଲେ । ସଙ୍ଗୀତ କଳାବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହ।ପାତ୍ର ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ରାସ୍ତା ।ଶ୍ୱର୍ରେ ଝୋଟି, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗିମାନଙ୍କୁ ମୂଖ୍ୟ ଅତିଥି ପୁରସ୍କୃତ କରିଥିଲେ । କନିଷ୍ଠ ବିଭାଗ ସ୍ଲୋ-ସାଇକେଲ ରେସିଙ୍ଗରେ ଶୁଭ୍ରମ ପ୍ରଧାନ ପ୍ରଥମ, ବିଶ୍ୱଜିତ ବେହେରା ଦ୍ୱିତୀୟ, ଶାନ୍ତନୁ ବାରିକ ତୃତୀୟ ସ୍ଥାନ, ବରିଷ୍ଠ ବିଭାଗରେ ବିଶ୍ୱଜିତ ବେହେରା ପ୍ରଥମ, ମନୋଜ କୁମାର ସାହୁ ଦ୍ୱିତୀୟ, ବଣ୍ଟି ନାହାକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିଭଳି ଚିତ୍ରାଙ୍କନରେ ବିଜୟାଲକ୍ଷ୍ମୀ ମହାରଣା ପ୍ରଥମ,ପ୍ରଣୟ କୁମାର ସାମନ୍ତରାୟ ଦ୍ୱିତୀୟ, ଅରିଜିତ୍ ଟ୍ଟନାୟକ ତୃତୀୟ ସ୍ଥାନ ଓ ଝୋଟିର ବରିଷ୍ଠ ବିଭାଗରେ ଶ୍ରଦ୍ଧାଞ୍ଜଳି ମହାରଣା ପ୍ରଥମ, ସୋନାଲି ରାୟସିଙ୍ଗ ଦ୍ୱିତୀୟ, ସୁଚିସ୍ମିତାପ୍ରଧାନ ତୃତୀୟ, ଝୋଟିର କନିଷ୍ଠ ବିଭାଗରେ ସାହିଲ ଯାଦବ ପ୍ରଥମ, ଆଶୋତୋଷ ପ୍ରଧାନ ଦ୍ୱିତୀୟ, ସାୟାମ ଶ୍ରିପତି ମିଶ୍ର ତୃତୀୟ ଏବଂ ନୃତ୍ୟରେ ଶୁଭମ ଦାସ ପ୍ରଥମ, ଚନ୍ଦ୍ର ପ୍ରସାଦ ଦ୍ୱିତୀୟ, ଶ୍ରିତିମୟୀ ଶୁଭଲକ୍ଷ୍ମୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ରଣୁରରେ ପ୍ରଥମ ଥର ପାଇଁ ଏହି ଥୋତ୍ସବ ଆୟୋଜନ କରାଯାଇଥିବାରୁ ଆକାଶ କୁମାର ସ୍ୱାଇଁଙ୍କୁ ଅତିଥିମାନେ ଧନ୍ୟବାଦ ଅର୍ଣ କରିଥିଲେ । ଶେଷରେ ଶକ୍ତି ରଞ୍ଜନ ରାଏ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିନେଶ ରିଡା, ସନ୍ତୋଷ କୁମାର ସାମନ୍ତରାୟ, ଲିଟୁ ସ୍ୱାଇଁ, ଦୀପକ ସାସ୍ମଲ, ଜେୟାତି ରଞ୍ଜନ ଦାଶ, ରାଜେଶ ମଲ୍ଲିକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୁରିବାହାଲ ଅଞ୍ଚଳରେ ଚନ୍ଦନ ଯାତ୍ରା ଆରମ୍ଭ

ମୁରିବାହାଲ ଅଞ୍ଚଳରେ ଚନ୍ଦନ ଯାତ୍ରା ଆରମ୍ଭ

April 28, 2026
ଭାପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ୫୮ ଗୋଟି ଅଭିଯୋଗ

ଭାପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ୫୮ ଗୋଟି ଅଭିଯୋଗ

April 28, 2026
କ୍ୟାନଫେଷ୍ଟ-୨୦୨୬ ର ୭ମ ସନ୍ଧ୍ୟାରେ, ବଙ୍ଗଳା ନାଟକ ନୀଳ ପିରିଟର ଫୁଲ ମଞ୍ଚସ୍ଥ ହେଲା

କ୍ୟାନଫେଷ୍ଟ-୨୦୨୬ ର ୭ମ ସନ୍ଧ୍ୟାରେ, ବଙ୍ଗଳା ନାଟକ ନୀଳ ପିରିଟର ଫୁଲ ମଞ୍ଚସ୍ଥ ହେଲା

April 28, 2026
ମହାରାଜ କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦ ପକ୍ଷରୁ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ ଜୟନ୍ତୀ ପାଳିତ

ମହାରାଜ କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି ପରିଷଦ ପକ୍ଷରୁ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ ଜୟନ୍ତୀ ପାଳିତ

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୁରିବାହାଲ ଅଞ୍ଚଳରେ ଚନ୍ଦନ ଯାତ୍ରା ଆରମ୍ଭ

ମୁରିବାହାଲ ଅଞ୍ଚଳରେ ଚନ୍ଦନ ଯାତ୍ରା ଆରମ୍ଭ

April 28, 2026
ଭାପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ୫୮ ଗୋଟି ଅଭିଯୋଗ

ଭାପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ୫୮ ଗୋଟି ଅଭିଯୋଗ

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version