No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବନ ବିଭାଗ ଚଢ଼ାଉ ଲକ୍ଷାଧିକ ଟଙ୍କାର ଖଇର କାଠ ଗଣ୍ଡି ଜବତ। ଖବର ଅନୁସାରେ କଣ୍ଟାବାଞ୍ଜି ବନ୍ୟାଞ୍ଚଳ ଅଧିନସ୍ଥ ଧାମନଡଙ୍ଗା ରୁ କୁକୁଡ଼ାହାଡ ଯିବା ରାସ୍ତା ର ଏକ ନିଛାଟିଆ ସ୍ଥାନରେ କାଠ ମାଫିଆ ମାନେ ଲକ୍ଷାଧିକ ଟଙ୍କାର ଖଇର କାଠ ଗଣ୍ଡି ଗଛିତ ରଖିଥିବା ବେଳେ
କୈାଣସି ସୁତ୍ରରୁ କଣ୍ଟାବାଞ୍ଜି ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଖଇର କାଠ ଗଣ୍ଡି କରିଛି । ବେଳେ ସେଠାରେ କୈାଣସି କାଠ ମାଫିଆ କିମ୍ବା ଗାଡ଼ି ଜବତ କରି ପାରିନାହିଁ ବନ ବିଭାଗ । ମାଫିଆ ଙ୍କୁ ଧରିବାକୁ ବନ ବିଭାଗ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଜବତ ହୋଇଥିବା ସମସ୍ତ ଖଇର କାଠ ଗଣ୍ଡି କଣ୍ଟାବାଞ୍ଜି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯିଉଥିବା ଜଣାପଡିଛି ।

No Result
View All Result