• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କେୟାର ହସ୍ପିଟାଲ୍‌ର ବିବିଧ ଶୃଙ୍ଖଳା ଉପରେ ଗୁରୁତ୍ୱ : ବିରଳ ବେରିଏଟ୍ରିକ୍ ସର୍ଜରି ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
September 4, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
କେୟାର ହସ୍ପିଟାଲ୍‌ର ବିବିଧ ଶୃଙ୍ଖଳା ଉପରେ ଗୁରୁତ୍ୱ : ବିରଳ ବେରିଏଟ୍ରିକ୍ ସର୍ଜରି ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- କେୟାର ହସ୍ପିଟାଲ୍‌ର ଲାପ୍ରୋସ୍କୋପିକ୍ ଓ ବେରିଏଟ୍ରିକ୍ ସର୍ଜନମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ଜଣେ ୩୬ ବର୍ଷୀୟ ରୋଗୀଙ୍କ ଠାରେ ପଲ୍‌ମୋନୋଲୋଜିଷ୍ଟ , କାର୍ଡିଓଲୋଜିଷ୍ଟ୍ ଓ ଏଣ୍ଡୋକ୍ରିନୋଲୋଜିଷ୍ଟ୍ ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ବିଭିନ୍ନ ଟିମ୍‌ର ସଂପୃକ୍ତି ସହ ବିବିଧ ଶୃଙ୍ଖଳା ଆଧାରରେ ସଫଳତାର ସହ ଏକ ବିରଳ ବେରିଏଟ୍ରିକ୍ ସର୍ଜରି କରିଛନ୍ତି । ଏ ବେରିଏଟ୍ରିକ୍ ସର୍ଜରି ୩-୪ କ୍ଷୁଦ୍ର ୫-୧୦ ଏମ୍‌ଏମ୍ ପେଟ ଓ ଅନ୍ତନଳୀରେ ଛିଦ୍ର କରି ଏକ ବେରିଏଟ୍ରିକ୍‌ ସର୍ଜରି କରାଯାଇଥାଏ ଯାହା ଅତ୍ୟଧିକ ମେଦବହୁଳତାରେ ପୀଡ଼ିତ ଲୋକଙ୍କୁ ଓଜନ ହ୍ରାସ କରିବାରେ ସହାୟକ ହୁଏ ଏବଂ ସେ ସମ୍ପର୍କିତ ଅନ୍ୟାନ୍ୟ ରୋଗରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । ୨୦୧୯ରେ ଏନ୍‌ସିବିଆଇ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଭାରତରେ ୧୩୫ ନିୟୁତରୁ ଅଧିକ ଭାରତୀୟ ମେଦବହୁଳତା ଦ୍ୱାରା ଆକ୍ରାନ୍ତ । ଜଗଦ୍ଦିଶ ସାହୁ, ଓଜନ ୧୬୮.୨ କେଜି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟଧିକ ଅସୁବିଧା ଭୋଗୁଥିଲେ, ଶରୀରର ଅତ୍ୟଧିକ ଓଜନ ଯୋଗୁଁ ଟିକେ ଦୂର ଚାଲିବା କିମ୍ବା ପାହାଚ ଚଢ଼ିପାରୁନଥିଲେ । ରୋଗୀଙ୍କ କହିବାନୁସାରେ, କ୍ଳାନ୍ତ ନହୋଇ ସେ ନିଜର ନିତିଦିନିଆ କୌଣସି କାର୍ଯ୍ୟ କରିପାରୁନଥିଲେ । ସେ ହାଇପରଟେନ୍‌ସନ୍‌, ହାଇପ୍ରୋଥାରଏଡିଜମ୍‌, ଡାଇବେଟିସ୍ ଓ ଅତ୍ୟଧିକ ଓଏସ୍‌ଏରେ ପୀଡ଼ିତ ଥିଲେ । ବିବିଧ ଶୃଙ୍ଖଳାର ବ୍ୟବସ୍ଥା ଗ୍ରହଣ କରି, ପ୍ରାରମ୍ଭିକ ସମୟରେ ରୋଗୀଙ୍କୁ ନିରୀକ୍ଷଣ ଅଧୀନ ଖାଇବା ପିଇବା ଓ ବ୍ୟାୟାମରେ ରଖାଯାଇଥିଲା ଓ ଆଂଟି ହାଇପରଟେନ୍‌ସିଭ୍‌ ଓ ଥାଇରଏଡ୍ ଚିକିତ୍ସା ଆରମ୍ଭ କରାଯାଇଥିଲା ।ମାସାଧିକ କାଳ ନିରୀକ୍ଷଣରେ ରଖିବା ପରେ କେୟାର ହସ୍ପିଟାଲ୍ ଭୁବନେଶ୍ୱରସ୍‌ର ବେରିଏଟ୍ରିକ୍ ସର୍ଜରି ମୁଖ୍ୟ ଡକ୍ଟର ତାପସ ମିଶ୍ରଙ୍କ ଦ୍ୱାରା ରୋଗୀଙ୍କ ଠାରେ ଲାପ୍ ୱାନ୍‌ ଆନାଷ୍ଟୋମୋସିସ୍ ଗ୍ୟାଷ୍ଟ୍ରିକ୍ ବାଇପାସ୍ ସର୍ଜରି କରାଯାଇଥିଲା ଏବଂ ତିନି ଦିନ ପରେ ଡିସ୍‌ଚାର୍ଜ କରାଯାଇଛି । କେୟାର ହସ୍ପିଟାଲ୍‌ର ଟିମ୍‌ ରୋଗୀଙ୍କ ଦେଖାଶୁଣା କରୁଥିଲେ ଏବଂ ତାଙ୍କ ଖାଇବା ଏବଂ ବ୍ୟାୟାମକୁ ନିରୀକ୍ଷଣ କରିବା ଜାରି ରଖିଥିଲେ । ସର୍ଜରି ସମ୍ପର୍କରେ ଡକ୍ଟର ତାପସ ମିଶ୍ର, ହେଡ୍‌, ବେରିଏଟ୍ରିକ୍ ସର୍ଜରି, କେୟାର ହସ୍‌ପିଟାଲସ୍‌, ଭୁବନେଶ୍ୱର କହିଛନ୍ତି ଯେ, “ଏହି ପ୍ରକ୍ରିୟା ଦ୍ୱାରା ଓଜନ ହ୍ରାସ, ଦୀର୍ଘମିଆଦୀ ଡାଇବେଟିସ୍‌ରେ ଉନ୍ନତି / ନିୟନ୍ତ୍ରଣ, ବିପି ଓ ହାଇପର କୋଲେଷ୍ଟ୍ରୋଲେମିଆ ରେ ଉନ୍ନତି ଭଳି ଲାଭ ମିଳିଥିଲା ଯାହା ଫଳରେ ଔଷଧର ମାତ୍ରା କମ୍ ଓ ବନ୍ଦ କରାଯାଇଥିଲା ଓ ନିଦ୍ରାହୀନତା, ଘୁଙ୍ଗୁଡ଼ିରୁୁ ଆଶ୍ୱସ୍ତି ମିଳିବା ସହ ମାନସିକ ସ୍ଥିତି, ଆତ୍ମ ସମ୍ମାନ ଓ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ହୋଇଥିଲା ।’’

“ମେଡିକାଲ୍ ଓ ପ୍ରଯୁକ୍ତିରେ ଦ୍ରୁତ ଉନ୍ନତି ଓ ଅଭିବୃଦ୍ଧି ଏବଂ ବେରିଏଟ୍ରିକ୍ ସର୍ଜନ, ବେରିଏଟ୍ରିକ୍ ନ୍ୟୁଟ୍ରିସନିଷ୍ଟ, ଆନାସ୍ଥେସିଆ ବିଶେଷଜ୍ଞ ଯେଉଁମାନେ ବେରିଏଟ୍ରିକ୍ ପ୍ରକ୍ରିୟା ପାଇଁ ତାଲିମପ୍ରାପ୍ତ, ଜଣେ ବେରିଏଟ୍ରି୍‌କ୍ ଫିଜିସିଆନ୍‌, ଏଣ୍ଡୋକ୍ରିନୋଲୋଜିଷ୍ଟ, ପଲମୋନୋଲୋଜିଷ୍ଟ, କାର୍ଡିଓଲୋଜିଷ୍ଟ, ସାଇକିଆଟ୍ରିଷ୍ଟ୍ ଓ ଫିଜିଓଥେରାପିଷ୍ଟମାନଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ରୋଗୀଙ୍କ ଠାରେ ସର୍ଜରି କରି ଚମତ୍କାର କରିପାରୁଛନ୍ତି ଯେଉଁମାନେ ଓଜନ ହ୍ରାସକୁ ନେଇ ସବୁ ପ୍ରକାର ଆଶା ଛାଡ଼ି ଦେଇଥାନ୍ତି ବୋଲି ଡକ୍ଟର ମିଶ୍ର କହିଛନ୍ତି ।’’ ନିଜର ଓଜନ ହ୍ରାସ ଯାତ୍ରା ସମ୍ପର୍କରେ ରୋଗୀ ଜଗଦ୍ଦିଶ ପି ସାହୁ କହିଛନ୍ତି ଯେ, “ମୁଁ ଏବେ ସହଜରେ ଚାଲିପାରୁଛି ଓ ୪.୫ କିଲୋମିଟର ସାଇକେଲ ଚଲାଇ ପାରୁଛି ଯାହା କିଛି ମାସ ପୂର୍ବରୁ ଏକ ଦୂର ସ୍ୱପ୍ନ ଭଳି ମନେ ହେଉଛି । ମୋର ଘୁଙ୍ଗୁଡ଼ି ଓ ଚର୍ମ ସଂକ୍ରମଣ ସମସ୍ୟା ନାହିଁ ଏବଂ କେୟାର ହସ୍ପିଟାଲସ୍‌ ଡାକ୍ତରି ଟିମ୍‌କୁ ଧନ୍ୟବାଦ ଯେ ଆସନ୍ତା ଦୁଇ ବର୍ଷ ଭିତରେ ମୋର ଓଜନକୁ ୭୦ରେ ପହଂଚାଇବା ଲାଗି ଯେଉଁ ଲକ୍ଷ୍ୟ ରଖିଛି ସେଥିପାଇଁ ପ୍ରେରଣା ମିଳିଛି । “ସେ ୪୧ କେଜି ଓଜନ ହ୍ରାସ କରିଛନ୍ତି, ଆଂଟି ହାଇପରଟେନ୍‌ସନ୍ ଓ ଡାଇବେଟିସ୍ ଔଷଧ ଖାଇବାକୁ ପଡ଼ୁନାହିଁ ଏବଂ ତାଙ୍କର ଥାଇରଏଡ୍‌ ଚିକିତ୍ସା ପାଇଁ ଔଷଧର ମାତ୍ରା ଏକ ଚତୁର୍ଥାଂଶ କମ୍ କରାଯାଇଛି । ମୂୁଁ କେବଳ ଓଜନ କମ୍ କରିନାହିଁ ବରଂ ବିଶ୍ୱାସ ଏବଂ ଉତମ ଗୁଣାତ୍ମକ ଜୀବନ ହାସଲ କରିଛି ବୋଲି ସେ କହିଛନ୍ତି । “ମିସନ ସୁରକ୍ଷା ଅଭିଯାନ’ ଅଧୀନରେ କେୟାର ହସ୍ପିଟାଲସ୍ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ଏବଂ ସାମାଜିକ ଦୂରତ୍ୱ ପ୍ରୋଟୋକଲ୍ ଲାଗୁ କରାଯାଇଛି । କେୟାର ହସ୍ପିଟାଲ୍‌ସ୍‌ରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ରୋଗୀମାନଙ୍କ ସୁରକ୍ଷା ଓ ଉତମ ସ୍ୱାସ୍ଥ୍ର‌୍ୟକୁ ନିଶ୍ଚିତ କରିବା ଲାଗି ସଂକ୍ରମଣକୁ ନିୟନ୍ତ୍ରଣ କରିବାର ପ୍ରୋଟୋକଲ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହସ୍ପିଟାଲ୍‌ ପ୍ରତିବଦ୍ଧ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

March 9, 2026
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version