ଗୁରୁମା, ଛାତ୍ର ଛାତ୍ରୀ ଅଡବା ମଣ୍ଡଳ ସଭାପତି ବିଜେପି ରାଜେନ୍ଦ୍ର ପାତ୍ର,ଉପ ସଭାପତି କୁଳ ଚନ୍ଦ୍ର ମଲ୍ଲିକ, ବିଜୟକୁମାର ପାତ୍ର, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଆଣ୍ଟି ଆଚାରୀ,କୋଷା ଧ୍ୟଯ,ବୃନ୍ଦାବନ ଗମାଙ୍ଗ, ଦୁଃଖୀ ଶାମ୍ୟ ମଲ୍ଲିକ, କର୍ତା, ଧର୍ମନ୍ଦ୍ର ମଲ୍ଲିକ ରାଷ୍ଟ୍ରୀୟ ସ୍ୱୟଂ ସେବକ ର ସଦସ୍ୟ ମାନେ ଯୋଗ ଦେଇ ଥିଲେ l ଯୋଗ ଦେଇ ଆହାତ୍ମ୍ୟ ଉପରେ ଆଲୋକପାତ କରି ଥିଲେ l ଦୈନନ୍ଦିନା ଯୋଗ କରିବା ପାଇଁ ଶପଥ ପାଠ କରାଇ ଥିଲେ l

© 2023 Odisha Taza News.