No Result
View All Result
ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତଗ୍ରତ ବିରିବଡି ଗ୍ରା. ପ. ର ବହୁ ମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବାତ୍ୟା ସମ୍ବଧିତ MOCK DRILL ସମ୍ପାଦକ ଶରତ କୁମାର ମାନସିଂହ ଙ୍କ ସଂଯୋଜନା ରେ ବିରିବାଡି ଗ୍ରାମ ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧକାରୀ ଅଶୋକ କୁମାର ବେହେରା,
ସରପଞ୍ଚ ବିଷ୍ଣୁ ପ୍ରିୟା ସେନ, ପୂର୍ବତନ ସରପଞ୍ଚ ନରେନ୍ଦ୍ର କୁମାର ବାଘଷିଂ, ଦୁର୍ଗା ଚରଣ ହରିଚନ୍ଦନ, ସମାଜ ସେବୀ ମକରଧ୍ଵଜ ପାଇକରାୟ , ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ସେନ, N.G.O ଶାମୁକା ର ସଦସ୍ୟ ରାକେଶ ସାମଲ ଙ୍କ ଉପସ୍ଥିତି ରେ ବାତ୍ୟା ସମର୍କିତ ପ୍ରାଗ ଅଭ୍ୟାସ ତଥ୍ୟ ସମ୍ବଳିତ ଆଲୋଚନା କରା ଯାଇ ଥିଲା ଉପସ୍ଥିତ ସମସ୍ତ ଅଙ୍ଗନୱାଡ଼ି କର୍ମି,
ଶିକ୍ଷକ ବନ୍ଧୁ ଓ ଗ୍ରାମବସୀ ମାନଙ୍କର ସମସ୍ତ ସହଯୋଗ ରେ ସଚେତନତା ଶିବିର ଟି ସୁଚାରୁ ରୂପେ ସମ୍ପାଦନା କରାଯାଇଥିଲା ସର୍ବ ଶେଷରେ ସମ୍ପାଦକ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

No Result
View All Result