• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରୟାସ କ୍ଲାସ୍ସେସର ପ୍ରବେଶିକା ପରୀକ୍ଷା ପଡ଼ୋଶୀ ରାଜ୍ୟ ସମେତ : ୨୮ଜିଲାରୁ ଭାଗନେଲେ ୨୧୪୦ ଛାତ୍ରଛାତ୍ରୀ – ୧୮ରେ ପ୍ରକାଶ ପାଇବ ଫଳାଫଳ

Proprietor Abhimanyu Maharana by Proprietor Abhimanyu Maharana
June 9, 2025
in ଓଡ଼ିଶା, କଟକ, ଯାଜପୁର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ପ୍ରୟାସ କ୍ଲାସ୍ସେସର ପ୍ରବେଶିକା ପରୀକ୍ଷା ପଡ଼ୋଶୀ ରାଜ୍ୟ ସମେତ : ୨୮ଜିଲାରୁ ଭାଗନେଲେ ୨୧୪୦ ଛାତ୍ରଛାତ୍ରୀ – ୧୮ରେ ପ୍ରକାଶ ପାଇବ ଫଳାଫଳ
Share on FacebookShare on TwitterWhatsapp

କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ଯାଜପୁର ଜିଲା :- ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ କୋରାଇ ବ୍ଲକ ତଣ୍ଡରା ସ୍ଥିତ ପ୍ରୟାସ କ୍ଲାସେସ୍‌ର ସର୍ବଭାରତୀୟ ଡାକ୍ତରୀ ଶିକ୍ଷାର ପ୍ରବେଶିକା (ନିଟ) ପରୀକ୍ଷା ନିମନ୍ତେ ଶିକ୍ଷାଲାଗି ଆଜି ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥିରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡ ସମେତ ରାଜ୍ୟର ୨୮ଜିଲାରୁ ୨୧୪୦ ପରୀକ୍ଷାର୍ଥୀ ଯୋଗଦେବା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।

୨୦୧୬ ମସିହାରେ ପ୍ରଥମେ ବ୍ୟାସନଗର ସହରରେ ପ୍ରତିଷ୍ଠିତ ହୋଇଥିବା ‘ପ୍ରୟାସ କୁସେସ୍’ ଶିକ୍ଷାନୁଷ୍ଠାନ ଭାବେ ସାରା ଓଡ଼ିଶାରେ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାତ୍ୟତା ହାସଲ କରିଥିବାବେଳେ ଡାକ୍ତର ସୃଷ୍ଟିର କାରଖାନା ଭାବେ ରାଜ୍ୟ ବାହାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି । ବୈପ୍ଳବିକ ଭାବେ ଶୈକ୍ଷିକ ସମାଧନ କରୁଥିବା ଏହି ଅନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦଭାବେ ‘ପ୍ରୟାସ’ ପାଲୋଟିଛି ।

ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ପ୍ରାଥମିକତା ଦେଇ ପ୍ରୟାସ ପ୍ରବେଶିକା ପରୀକ୍ଷା ଲାଗି ଆଜି ରାଜ୍ୟର ୪ଟି ସ୍ଥାନରେ କେନ୍ଦ୍ର କରିଥିଲା । ଏଥିରେ ଯାଜପୁର ଜିଲା କୋରାଇ ବ୍ଲକର ତଣ୍ଡରା ସ୍ଥିତ ପ୍ରୟାସ କ୍ଲାସେସ କେନ୍ଦ୍ରରେ ୧୧୫୨ଜଣ, ବାଲେଶ୍ଵର କ୍ଲାସେସ କନ୍ଦ୍ରରେ ୩୭ ୧ଜଣ, ଭୁବନେଶ୍ବର କେନ୍ଦ୍ରରେ ୪୬୦ ଓ ଅନୁଗୁଳ କେନ୍ଦ୍ରରେ ୧୫୭ଜଣ ଛାତ୍ରଛାତ୍ରୀ ସୁଦୂର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡ ସମତେ ଆମ ରାଜ୍ୟର ୨୮ଟି ଜିଲାରୁ ମୋଟ ୨୧୪୦ଜଣ ଏହି ପ୍ରବେଶିକା ପରୀକ୍ଷା ଦେଇଛନ୍ତି ।

ଏହି ଶିକ୍ଷା ଲାଗି ମୋଟ ୨୫୦ଜଣ ପିଲାଙ୍କୁ ନିଆଯିବାକୁ ବ୍ୟବସ୍ଥା ରହିଥିଲା ବେଳେ ଆସନ୍ତା ୧୮ତାରିଖରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ । ପରେ କୃତୀ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବା ସହ ଜୁଲାଇ ମାସରୁ ପାଠପଢା ଆରମ୍ଭ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚିତ ହୋଇଛି । ପିଲାମାନଙ୍କୁ ସଫଳ ମଣିଷ ସୃଷ୍ଟିକରିବାର ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମର ପ୍ରୟାସ କରୁଥିବା ‘ପ୍ରୟାସ’ ବାର୍ଷିକ ଶତାଧିକ ଡାକ୍ତରୀଛାତ୍ର ସୃଷ୍ଟିକରିବା ସାରା ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି । ଚଳିତ ବର୍ଷ ଦେଇଥ‌ିବା ନିଟ୍ ପରୀକ୍ଷାରେ ଆଶାତିତ ଭାବେ କୃତକାର୍ଯ୍ୟ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଥିଲା ବେଳେ ଏବେ ସର୍ବଭାରତୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କର ଏହି ଶିକ୍ଷାନୁଷ୍ଠାନ ପ୍ରଥମ ପସନ୍ଦ ଓ ଭରଷା ଯୋଗ୍ୟ ଶିକ୍ଷାନୁଷ୍ଠାନ ହୋଇପାରିଛି ।

ଏହି ଅନୁଷ୍ଠାନକୁ ଜାତୀୟ ସ୍ତରରେ ଏକ ଶିକ୍ଷାହବ ଭାବେ ଗଢ଼ି ତୋଳିବାପାଇଁ ‘ପ୍ରୟାସ’ ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ । ବିଶେଷକରି ଛାତଛାତ୍ରୀ ଡାକ୍ତରୀ ଶିକ୍ଷା ଲାଗି ବିଶେଷ ରୁଟିରଖୁଥିବାରୁ ‘ ପ୍ରୟାସ’ ଆଗାମି ଦିନରେ ସେମାନଙ୍କ ଲକ୍ଷକୁ ପୂରଣ ଲାଗି ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ଲାଗି ତା’ର ପ୍ରାୟସ ଜାରି ରଖିବ ବୋଲି ଅନୁଷ୍ଠାନର ଚେୟାରମ୍ୟାନ୍ ନିହାର ରଞ୍ଜନ ଦାସ ଆମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ କହିଛନ୍ତି । ଅନୁଷ୍ଠିତ ପରୀକ୍ଷା ଚେୟାରମ୍ୟାନ ନିହାର ରଞ୍ଜନ ଦାସଙ୍କ ତତ୍ବାବଧନାରେ ହୋଇଥିଲା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version