ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ସ୍ଥିତ ପାରଳାଖେମୁଣ୍ଡି ସହରରେ ଥିବା ସେଞ୍ଚରୀୟନ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁଣି ଥରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଛନ୍ତି। ବହୁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଅନେକ ଛାତ୍ର ଡି ସ୍ଟିସନ୍ ଏବଂ ଉତ୍ତମ ସ୍କୋର ହାସଲ କରିଛନ୍ତି। ଦଶମ ଶ୍ରେଣୀରେ ୨୦ ପ୍ରତିଶତରୁ ଅଧୂକ ୧୧ ଜଣ ଛାତ୍ରଛାତ୍ରୀ ରଖୁଥିବା ବେଳେ ପାର୍ଥ ସାରଥୀ ସାହୁ ଏବଂ ତତସତ୍ ପାଣିଗ୍ରାହୀ ଦୁଇଜଣ ଛାତ୍ର ୨୫ ପ୍ରତିଶତ ସ୍ଵାର ରଖୁଛନ୍ତି । ସେହିପରି ସ୍କୁଲର ବହୁ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦ୍ବାଦଶ ଶ୍ରେଣୀରେ ସେହିପରି ୨୦ ପ୍ରତିଶତରୁ ଅଧିକ ୨ ଜଣ ଛାତ୍ର ୧ ତନୁଜା ସମନ୍ନା ଏବଂ ଶୁଭଲଗl ପାଢୀ ରଖୁଥିବାବେଳେ ବହୁ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧୂକାର କରିଛନ୍ତି ।















