• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀ ଜଗନ୍ନାଥଧାମ ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ : ଶପଥ ନେଲେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା

Proprietor Abhimanyu Maharana by Proprietor Abhimanyu Maharana
May 14, 2025
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରୀ ଜଗନ୍ନାଥଧାମ ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ : ଶପଥ ନେଲେ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ  :-  ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥଧାମ ଶାଖାର ବାର୍ଷିକୋତ୍ସବ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ମାନବାଧିକାର କମିଶନ ର ଅଧକ୍ଷ ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାହାରୀ ,ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ଡ଼ଃ ଅଶୋକ କୁମାର ମହାପାତ୍ର ,ଭାରତ ବିକାଶ ପରିଷଦ ର ପୂର୍ବ କ୍ଷେତ୍ର ର କ୍ଷେତ୍ରୀୟ ମହିଳା ସହ ଭାଗୀତା କ୍ଷେତ୍ରୀୟ ସଚିବ ଶ୍ରୀମତୀ ସୁପ୍ରିତୀ ରଥ,ଓଡିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତିୟ ଅଧକ୍ଷ ସତ୍ୟବାଦୀ ଦାଶ, ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ପରିଷଦ ର ଉଦ୍ୟମ କୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଓଡିଶା ମାନବାଧିକାର କମିଶନ ର ଅଧକ୍ଷ ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାହାରୀ ଭାରତ ବିକାଶ ପରିଷଦର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହା ସହ କିପରି ଦେଶ ପ୍ରଗତି କ୍ଷେତ୍ରରେ ଆଗଉଛି ସେ ନେଇ ଆଲୋକପାତ କରିଥିଲେ। ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ଡ଼ଃ ଅଶୋକ କୁମାର ମହାପାତ୍ର ସୁସ୍ଥ ହେବା ପାଇଁ ମନୁଷ୍ୟର ଜୀବନଧାରା ବିଷୟରେ ଆଲୋକପାତ କରିଥିଲେ । ଆମେ କିପରି ପ୍ରତିଦିନ ସୁସ୍ଥ ରହିବା ସେ ନେଇ ସେ କହିଥିଲେ ।

ଶ୍ରୀ ଜଗନ୍ନାଥଃଧାମ ଶାଖାର ସଚିବ ସନ୍ତୋଷ କୁମାର ମହାନ୍ତି ଙ୍କ ସଂଯୋଜନା ରେ ଆରମ୍ଭ ହୋଇଥିବା ସଭା ରେ ପ୍ରାକ୍ତନ ଅଧକ୍ଷ ଡ଼ଃ ନାରାୟଣ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ୨୦୨୫-୨୬ ମସିହା ପାଇଁ ନୂତନ ଅଧକ୍ଷ ଭାବେ ଡ଼ଃ ନାରାୟଣ ଚନ୍ଦ୍ର ଦାଶ,ସଚିବ ଭାବେ ସନ୍ତୋଷ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ହର ପ୍ରସାଦ ମହାପାତ୍ର ଙ୍କ ସହ ସମ୍ପର୍କ ଆବାହକ ପ୍ରଫେସର ପ୍ୟାରୀମୋହନ ପଟନାୟକ,ସଂସ୍କାର ବୁଧ ଦେବ ମହାପାତ୍ର,ସେବା ରାଜେଶ୍ୱର ମହାରଣା,

ପର୍ଯ୍ୟବରଣ ପତିତପାବନ ସାମନ୍ତରାୟ, ମହିଳା ସହଭାଗୀତା ଉର୍ମିଳା ସ୍ୱାଇଁ ଙ୍କ ସହ ଅନ୍ୟ ଦାୟିତ୍ୱଧାରୀ କାର୍ଯ୍ୟକର୍ତ୍ତା ମାନେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିଥିଲେ।ଆଗାମୀ ବର୍ଷ ପାଇଁ ଦିନ ଚର୍ଯ୍ୟା ଏବଂ ଋତୁ ଚର୍ଯ୍ୟା ମାଧ୍ୟମରେ ସୁସ୍ଥ ରହିବା ର ମାର୍ଗ ସମ୍ପର୍କରେ ସମାଜରେ ସଚେତନତା ବାର୍ତା ଦେବାପାଇଁ ଭାରତ ବିକାଶ ପରିଷଦ କାର୍ଯ୍ୟ କରିବ,ବ୍ୟାପକ ବୃକ୍ଷ ରୋପଣ ମାଧ୍ୟମ ରେ ପର୍ଯ୍ୟାବରଣ ର ସୁରକ୍ଷା କରିବା,ମହିଳା ମାନଙ୍କ ସଶକ୍ତିକରଣ,ସମାଜ ରେ ସଂପର୍କ,ସହଯୋଗ,ସେବା,

ସଂସ୍କାର ମାଧ୍ୟମ ରେ ଏକ ସୁନ୍ଦର ପରିବାର ଗଠନ ଦିଗରେ ଭାରତ ବିକାଶ ପରିଷଦ କାର୍ଯ୍ୟ କରିବେ ବୋଲି ନୂତନ ଅଧ୍ୟକ୍ଷ, ସଚିବ ଏବଂ ଅର୍ଥ ସଚିବ ଲକ୍ଷ ରଖିଥିବା ସମ୍ପର୍କରେ ମତ ରଖିଥିଲେ। ଶ୍ରୀକ୍ଷେତ୍ର ଶାଖା ର ଅଧକ୍ଷ ଡ଼ଃ କମଲେଶ ପ୍ରସାଦ ପ୍ରଧାନ,ସଚିବ ବିଶ୍ୱ ଶାନ୍ତି ତ୍ରିପାଠୀ,କୋଷାଧକ୍ଷ ଦେବୀ ପ୍ରସନ୍ନ ପଣ୍ଡା,ସମ୍ପର୍କ କୁମାର ଭୀମସେନ,ସେବା ନମନ ଅଗ୍ରୱାଲ,ସଂସ୍କାର ସୌରଭ ଦାସ,ମହିଳା ସହଭାଗୀତା ଡ଼ଃ ସସ୍ମିତା ବନ୍ଦର ନାୟକ,

ପର୍ଯ୍ୟାବରଣ ବିବେକ ସୁବୁଦ୍ଧି ଶପଥ ପାଠ କରିଥିଲେ। ତନ୍ମୟ ଚାଟାର୍ଜୀ, ରାଜକିଶୋର ମହାରଣା,ପିତାମ୍ବର ମହାପାତ୍ର,ରାକେଶ ବାରିକ,ଜୟନ୍ତୀ ମହାପାତ୍ର,ପ୍ରାନ୍ତ ସଂଗଠନ ସଚିବ ରାମ ଚନ୍ଦ୍ର ଦଳାଇ,କିଶୋର ପାତ୍ର,ପ୍ରାନ୍ତ ଉପାଧକ୍ଷ ଶ୍ରୀଧର ସାହୂ,ମମତା ପାତ୍ର, ପ୍ରାରମ୍ଭ ରେ ସମୂହ ବନ୍ଦେ ମାତାରମ ଶେଷ ରେ ରାଷ୍ଟ୍ରଗାନ ଜନ ଗଣ ମନ ଗାନ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version