• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Proprietor Abhimanyu Maharana by Proprietor Abhimanyu Maharana
August 31, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ହିଞ୍ଜିଳିକାଟୁ :– ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଶ୍ୟାମଳାଇ- ବୁରୁପୋଡ଼ା ମଧ୍ୟବର୍ତି ରାସ୍ତା ପ୍ୱାଶ୍ୱର୍ ବିଲ ମଧ୍ୟରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସ୍ଥାନୀୟ ଥାନା ବୁରୁପୋଡ଼ା ଗ୍ରାମର ଡ଼ାକ ବିଷୋୟୀ (୬୩) । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ମୃତ୍ୟୁର ସଠିକ କାରଣ

ଜଣା ପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ସୋମବାର ସକାଳେ ବୃଦ୍ଧ ଜଣକ ବିଲକୁ କାମ କରିବାକୁ ଯାଇ ଫେରିନଥିଲେ । ଅପରାହ୍ନରେ ଶ୍ୟାମଳାଇ- ବୁରୁପୋଡ଼ା ମଧ୍ୟବର୍ତି ରାସ୍ତା ପ୍ୱାଶ୍ୱର୍ ବିଲକୁ ମଧ୍ୟରେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ବୁରୁପୋଡ଼ା ଆର.ଆଇ. ସୁଧାଂଶୁ ଶେଖର ପାଣିଗ୍ରାହୀ ଘଟଣା ସ୍ଥଳରେ ପଂହଚି ହିଞ୍ଜିଳି ପୁଲିସକୁ ଖବର ଜଣାଇଥିଲେ । ( ରିପୋର୍ଟ – ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

TPNODL Surpasses 50,000 Rooftop Solar Installations in Northern Odisha Concerted policy push and consumer-centric execution fuel transition

September 5, 2026

Celebrated Vocalist Vidushi Shubha Mudgal regales the audience at the 32nd Guru Kelucharan Mohapatra Award Festival

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

TPNODL Surpasses 50,000 Rooftop Solar Installations in Northern Odisha Concerted policy push and consumer-centric execution fuel transition

September 5, 2026
ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା

September 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version