No Result
View All Result
ରଣପୁର(ଓଡ଼ିଶା ତାଜା ନ୍ୟୁଜ୍) :- କାଶ୍ମୀରର ପହେଲଗାମଠାରେ ଉଗ୍ରପନ୍ଥୀମାନଙ୍କ ଜଘନ୍ୟ ଓ ବର୍ବର କାଣ୍ଡକୁ, ରଣପୁର ଶ୍ରୀଜଗନ୍ନାଥ ସେନା ତରଫରୁ ଦୃଢ଼ ନିନ୍ଦା କରିବା ସହ ଘଟଣାରେ ପ୍ରାଣ ହରାଇଥିବା ମୃତ ପର୍ଯ୍ୟଟକମାନଙ୍କ ପବିତ୍ର ଆତ୍ମା ର ସତଗତି ନିମନ୍ତେ ଆଜି ସନ୍ଧ୍ୟା ୭ଘଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡ଼ିଆ ସ୍ଥିତ
ସହିଦ ରଘୁଦିବାକର ମଣ୍ଡପ ଠାରୁ ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସେନା ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l ଜୟ ହିନ୍ଦ, ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ରଣପୁର ର ସମସ୍ତ ଜନ ସାଧାରଣ ସାମିଲ ହୋଇଥିଲେ l
No Result
View All Result