• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋପ ରେ ଥିବା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଭବିଷ୍ୟତ କୁ ନେଇ ଅବିଭାବକ ଚିନ୍ତାରେ : ଚିନ୍ତାରେ ଅବିଭାବକ ମୁରବୀ ଶୂନ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ – ଅଭିଯୋଗ କରିବେ କାହାକୁ ଶୁଣିବ କିଏ ?

Proprietor Abhimanyu Maharana by Proprietor Abhimanyu Maharana
April 10, 2025
in ଓଡ଼ିଶା, ପୁରୀ, ହୋମ୍
0
ଗୋପ ରେ ଥିବା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଭବିଷ୍ୟତ କୁ ନେଇ ଅବିଭାବକ ଚିନ୍ତାରେ : ଚିନ୍ତାରେ ଅବିଭାବକ ମୁରବୀ ଶୂନ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ – ଅଭିଯୋଗ କରିବେ କାହାକୁ ଶୁଣିବ କିଏ ?
Share on FacebookShare on TwitterWhatsapp

ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ତତ୍କାଳୀନ ସରକାର ଙ୍କ ସମୟରେ ସିବିଏସି ପାଠ୍ୟକ୍ରମ ଡ଼ାଞ୍ଚାରେ ନୂତନ କରି ଓଡିଶା ରେ 2016 ରେ ଓଡିଶା ଆଦର୍ଶ ବିଦ୍ୟାଳୟ ( ସଂଗଠନ ) ନାମକ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା l ଏହା ଓଡିଶା ର 314 ଟି ବ୍ଲକ ରେ ନିର୍ମାଣ ହୋଇଛି l ମୁଖ୍ୟତଃ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ବେସରକାରୀ ଶିକ୍ଷାନୁଷ୍ଠାନ ରେ ପଡୁଥିବା ପିଲାମାନଙ୍କ ସମକକ୍ଷ ହେବାପାଇଁ ରାଜ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା କରାଗଲା l

ଉକ୍ତ ବିଦ୍ୟାଳୟ ରେ ପାଠ ପଡିବା ଠାରୁ ରହିବା ସହିତ ଖାଇବା ଏବଂ ଜୋତା ମୋଝା ବହି ଆଦି ମାଗଣା ରେ ମିଳିବ ଆଶାରେ ଅବିଭାବକ ମାନେ ତାଙ୍କ ପିଲା ଙ୍କୁ ଗୋପ ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖାଇଲେ l ପିଲାଙ୍କ ଉଜ୍ୱଳମୟ ଭବିଷ୍ୟତ ପରିବର୍ତ୍ତେ ଭବିଷ୍ୟତ ବର୍ତମାନ ଅନ୍ଧକାରମୟ ହେବାକୁ ବସିଲାଣି l ଗୋପ ବ୍ଲକ ରେ ପ୍ରଥମ କରି 2022 ମସିହାରେ ଗୋପ ବାଳିକା ବିଦ୍ୟାଳୟ ରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ l

ଏଥିରେ ମୋଟ 84 ଜଣ ଛାତ୍ର ଛତ୍ରୀ ଓ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଆରମ୍ଭ ହୋଇଥିଲା l ତାପରେ 2023 ଅଗଷ୍ଟ 31 ତାରିଖ ରେ ଗୋପ ଠାରୁ ୩ କିଲୋମିଟର ଦୂରତ ରେ ଥିବା ତରଙ୍ଗିରା ଠାରେ ନିଜସ୍ୱ ସ୍ଥାୟୀ ଗୃହ ସ୍ଥାନ୍ତାରିତ ହୋଇଥିଲା l ପ୍ରାଥମିକ ପର୍ଯ୍ୟାୟରେ ଅଭାବ ଅନାଟନ ରେ ଗୋଟେ ବର୍ଷ ରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଥିଲା l କିନ୍ତୁ ବର୍ତମାନ ସୁଦ୍ଧା ୩ ବର୍ଷ ବିତିଯାଇଥିଲେ ମଧ୍ୟ ପିଲା ଙ୍କୁ ସରକାରୀ ଆର୍ଥିକ ସହାୟତା ମିଳିପାରିଲାନାହିଁ l ଉକ୍ତ ବିଦ୍ୟାଳୟ କୁ ଗୋପ ବ୍ଲକ ର 31 ଟା ପଞ୍ଚାୟତ ରୁ ପିଲାମାନେ ପାଠ ପଡ଼ିବାକୁ ଆସିଥାନ୍ତି l

ଅନୁମାନ 25 ରୁ 30 କିଲୋମିଟର ଦୁରୁତ ରୁ ଆସିବାକୁ ପଡୁଛି l ଯାହାଫଳରେ କୀ ଗୋଟେ ପିଲା ପିଛା ମାସକୁ ଗାଡିଭଡ଼ା ଓ କୋଚଙ୍ଗ ଆଦି ଅନ୍ୟାନ୍ୟ ଖର୍ଚ୍ଚ କୁ ହିସାବ କଲେ 10 ହାଜର ଟଙ୍କା ଖର୍ଚ୍ଚାନ୍ତ କରିବାକୁ ପଡୁଛି l ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଗରିବ ଶ୍ରେଣୀ ର ଅବିଭାବକମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି l ପ୍ରାୟ ଚାରିବର୍ଷ ହେଵ ହଷ୍ଟେଲ ନିର୍ମାଣ ହେଉଛି ସହ କିନ୍ତୁ ତାହା ସରିପାରିଲାନାହିଁ l ସାଇକେଲ ଷ୍ଟାଣ୍ଡ ଟି ଯଦିଓ ନିର୍ମାଣ ହୋଇଛି କିନ୍ତୁ ଷ୍ଟାଣ୍ଡ ଟି ସଚଳ ହୋଇନାହିଁ l ଉକ୍ତ ବିଦ୍ୟାଳୟ ରେ ଷଷ୍ଠ ଠାରୁ ନବମ ଶ୍ରେଣୀ ନିମନ୍ତେ 20 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକତା ଥିବାବେକେ ବର୍ତମାନ ମାତ୍ର 10 ଜଣ ଶିକ୍ଷାକ ଓ ଶିକ୍ଷୟତ୍ରୀ ରହିଛନ୍ତି l

ସେଥିମଧ୍ୟରୁ ଜଣେ ଅସ୍ଥାୟୀ ବିଜ୍ଞାନ ଶିକ୍ଷକ ଥିବାସ୍ଥଳେ ଜଣେ ଏସ ଏସଟି ଶିକ୍ଷକ ଯିଏ କୀ ୩ ଦିନ ଗୋପ ରେ ପାଠ ପଡ଼ୁଉଥିବାବେଳେ ଆଉ ୩ ଦିନ ନିମାପଡା ରେ ପଡାଉଛନ୍ତି l ଯେଉ କେତେ ଜଣ ଏଠାରେ ଶିକ୍ଷାଦାନ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ପୁରୀ, ଭୁବନେଶ୍ୱର ଆଦି ଦୂରତ୍ୱ ର ଦୈନିକ ଯିବାଆସିବା କରୁଥିବାରୁ ସଠିକ ସମୟରେ ସ୍କୁଲ ରେ ପହଞ୍ଚି ପଟୁନାହାନ୍ତି l ଯାହାଫଳରେ କୀ ପିଲାଙ୍କ ପାଠ ପଡା ରେ ବ୍ୟାଘାତ ସୃଷ୍ଟି ହେଉଛି l

ମୁଖ୍ୟତଃ ସ୍ଥାୟୀ ଅଧକ୍ଷ ନଥିବଫଳରେ ବିଦ୍ୟାଳୟ ରେ ଏକାଧିକ ସମସ୍ୟ ଦେଇ ଗତି କରୁଛି ବିଦ୍ୟାଳୟ ଟି l ଦୀର୍ଘ ୩ ବର୍ଷ ହେଵ ଉକ୍ତ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇପାରିଲା ନାହିଁ l କୀ ପିଲାଙ୍କୁ ଦୁଇବର୍ଷ ହେଵ ଡ୍ରେସ ଓ ଜୋତା ମୋଝା ପାଇଁ ଟଙ୍କା ମିଳିଲାନାହିଁ l ପିଜିଟି କେମେଷ୍ଟ୍ରି ପାଇଁ କେହିଁ ଶିକ୍ଷକ ନାହାନ୍ତି l ପିଜିଟି ବିଓଲୋଜି କେହିଁ କେହିଁ ଶିକ୍ଷକ ନାହାନ୍ତି l ପିଜିଟି ଫିଜୀକ୍ସି ରେ ମଧ୍ୟ କେହିଁଶିକ୍ଷକ ନାହାନ୍ତି l ଟିଜିଟି ବିଜ୍ଞାନ ରେ ଜଣେ ଅସ୍ଥାୟୀ ଶିକ୍ଷକ ରହିଛନ୍ତି l ଟିଜିଟି ଓଡ଼ିଆ ବିଭାଗ ର ଶିକ୍ଷକ ଅସ୍ଥାୟୀ ଅଧକ୍ଷ ଦାୟିତ୍ୱ ରେ ରହିଛନ୍ତି l

ଟିଜିଟି ସଂସ୍କୃତ -1

ଟିଜିଟି ଇଂଲିଶ -2 ଜଣ ଙ୍କ ସ୍ଥାନରେ ଜଣେ ପାଠ ପଡୁଛନ୍ତି l

ପିଜିଟି ଇଂଲିଶ -1

ଟିଜିଟି ଗଣିତ -2,

କ୍ରୀଡା ଶିକ୍ଷକ -1 କୋମ୍ପୁଟର ଶିକ୍ଷକ କେହିନାହାନ୍ତି l

ସଂଗୀତ ଶିକ୍ଷକ -1

ଚିତ୍ରକାର ଶିକ୍ଷକ -1

ଟିଜିଟି ଏସ ଏସ ଟି -2

ଟିଜିଟି ହିନ୍ଦୀ -1

ପିଜିଟି ଗଣିତ -1

ଏହିଭଳି ଅବସ୍ଥାରେ ମଧ୍ୟରେ ଗୋପ ରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଟି ଗତି କରୁଛି l ବାରମ୍ବାର ଅବିଭାବକ ଙ୍କ ପକ୍ଷରୁ ଦାବୀ ହେଉଥିଲେ ମଧ୍ୟ ଶୁଣିବାକୁ କେହିଁ ନାହାନ୍ତି l ଯଦିଓ ଗୋପ ବ୍ଲକ ବିଡ଼ିଓ ଉକ୍ତ ବିଦ୍ୟାଳୟ ର ଭାଇସ ଚ୍ୟାରମ୍ୟାନ କିନ୍ତୁ କୌଣସି ଗୋଟିଏ ସମସ୍ୟା ସମାଧାନ କ୍ଷେତ୍ରରେ ବିଦ୍ୟାଳୟ କୁ ଯାଆନ୍ତି ନାହିଁ l ଚଳିତ ଶିକ୍ଷା ବର୍ଷ ରେ ଷଷ୍ଠ ଶ୍ରେଣୀ ନିମନ୍ତେ ନାମ ଲେଖାଇବାକୁ ଅବିଭାବକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି l ଏଣୁ ଅବିଭାବକ ଙ୍କ ପକ୍ଷରୁ ସ୍ଥାନୀୟ ବିଧାୟିକା ତଥା ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦୁଷ୍ଟି ଦେବାକୁ ଦାବୀ କରିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

May 13, 2026
ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version