No Result
View All Result
ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ , ଓଡ଼କପା ରେ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ସହ ବାଲ ବାଟିକା ର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେନାପତି ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗ୍ରାମ ସଭାପତି ଗୌରାଙ୍ଗ ଖିଲାର,ସମ୍ପାଦକ ଅଖିଳ ପ୍ରଧାନ,
ସି ଆର୍ ସି ସି ବୀରକିଶ୍ଵର ବଳବନ୍ତ ସିଂହଙ୍କ ଉପସ୍ଥିତିରେ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ସହ ବାଲ୍ ବାଟିକାର ଶୁଭାରମ୍ଭ ହୋଇଥିଲା । ପୁରୋହିତ ମନ୍ତ୍ର ପାଠ ସହ ଫୁଲ ଚନ୍ଦନ ଦିଆଯାଇ ପିଲାମାନଙ୍କୁ ବିଦ୍ୟାଳୟକୁ ପ୍ରବେଶ କରାଯାଇ ନାମ ଲେଖାଯାଇ ଖଡ଼ିଛୁଆଁ କରଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅନୁ ଦିଦି ଏବଂ ଦେବରାଜ ପ୍ରଧାନ ।
No Result
View All Result