No Result
View All Result
୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ରସିକ ରାଜ ମନ୍ଦିର ପରିସର ରେ , ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପାଳନ କରାଯାଇଛି, ଜିଲ୍ଲା ସଭାପତି ଶ୍ରୀ ରୋକୋମ ଲୋକନାଥ, ଙ୍କ ଅଧ୍ୟକ୍ଷତା ରେ , ଜିଲ୍ଲା ସମ୍ପାଦିକା ଶ୍ରୀମତି ତନୁଜା ଶତପଥୀ, ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ରୀ ମୁରଲି ପରିଛା,ଶ୍ରୀ ଭାଗବତ ପାଢ଼ୀ, ଏମ୍ ବାଙ୍ଗରି, ବି ଚାଲା ପତି, ମହିତ୍ ମିଶାଲ୍ ନିଜ ନିଜ ମନ୍ତବ୍ୟ ରଖିଥିଲେ,
ଗ୍ରାହକ ର ମୌଳିକ ଅଧିକାର ରହିଛି, ଏବଂ ଅଧିକାର ପାଇବା ଦରକାର, ଆଲୋଚନା ହୋଇଥିଲା, ପ୍ରଶାସନ କୁ ସ୍ମାରକ ପତ୍ର ଦେବା ପାଇଁ ନିଷ୍ପତି ନିଆଗଲା, ସ୍ମାର୍ଟ ମିଟର, କିରାଣୀ ଚାର୍ଟ, ବିଷୟ ରେ ଆଗାମୀ ଦିନରେ ସାତ ମାଇଲ ରେ ଲୋକ ସଚେତନା କାଯ୍ୟକର୍ମ କରିବା ପାଇଁ ନିଷ୍ପତି ନିଆଗଲା ,ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ l 
No Result
View All Result