• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଲୁଗାଁ ସ୍ଵର୍ଣ୍ଣ ବିହାର ର ନିଆରା ହୋଲି

Proprietor Abhimanyu Maharana by Proprietor Abhimanyu Maharana
March 16, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ବାଲୁଗାଁ ସ୍ଵର୍ଣ୍ଣ ବିହାର ର ନିଆରା ହୋଲି
Share on FacebookShare on TwitterWhatsapp

୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ  :- ରଙ୍ଗ ମହୋତ୍ସବ ଓ ଭାଇଚାରାର ପ୍ରତୀକ ହୋଲି ସବୁଠି ହସଖୁସିର ମାହୋଲ ଭିତରେ ପାଳିତ ହୋଇ ଯାଇଥିବା ବେଳେ ବାଲୁଗାଁ ସ୍ଵର୍ଣ୍ଣ ବିହାର ସାହିର ହୋଲି ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଦିନଟିକୁ ସାହିର ଅଧିବାସୀ ମାନେ ଉତ୍ସାହର ସହ ବହୁ ଦିନ ରୁ ଅପେକ୍ଷା କରି ରହିଥାନ୍ତି । ଆବାଳ ବ୍ରୃଦ୍ଧ ବନିତା ସାତରୁ ସତୁରୀ ସାମୂହିକ ଭାବେ ହୋଲି ରେ ଭାଗ ନେବା ଏହି ସାହିର ବାସିନ୍ଦା ଙ୍କ ହୋଲି ପାଳନର ବିଶେଷତ୍ଵ ।

ଠିକ୍ ସକାଳ ଆଠଟା ପୂର୍ବରୁ ଡ଼ାକବାଜି ଯନ୍ତ୍ର ଯୋଗେ ସମସ୍ତ ଙ୍କୁ ସାହିର ମଧ୍ୟ ସ୍ଥଳକୁ ଡକାଯାଏ। ସମସ୍ତେ ସମବେତ ହେବା ପରେ ଆରମ୍ଭ ହୋଇଯାଏ ସମୂହ ଜଳଖିଆ ପ୍ରାତଃ ଭୋଜନର ପର୍ବ। ସମସ୍ତେ ମନଭରି ଜଳଖିଆ ଖାଇବା ପରେ ହୋଲି ଶୋଭାଯାତ୍ରା ବାହାରେ। ଆଗେ ଆଗେ ସାହିର ଵ୍ୟାନର୍ ଥିବା ଗାଡି ଓ ଡ଼ାକବାଜି ଯନ୍ତ୍ରରେ ଜମାଣିଆ ସଙ୍ଗୀତ ର ଝଙ୍କାର। ପଛେ ପଛେ କୁନି ଝିଅଙ୍କ ଠାରୁ ଆରମ୍ଭ କରି ସତୁରୀ ବର୍ଷର ଵ୍ରୃଦ୍ଧାଙ୍କ ପର୍ଯ୍ୟନ୍ତ ହାତରେ ରଙ୍ଗ ଅବିର ଧରି ନାଚ ଗୀତର ତାଳେ ତାଳେ ଚାଲିଥାନ୍ତି । ସେମାନଙ୍କ ପଛରେ ପୁରୁଷ ଦଳ। ରଙ୍ଗ,ଅବିର ସଭିଙ୍କୁ କୋଠରୁ ଯୋଗାଇ ଦିଆଯାଇଥାଏ ।

ସାହିର ବିଭିନ୍ନ ଛକରେ ମାହୋଲକୁ ଆହୁରି ଆମୋଦିତ କରାଯିବା ପାଇଁ ସମସ୍ତ ଙ୍କୁ ମ୍ରୃଦ୍ୟୁ ପାନୀୟ, ଦହି ସରବତ, ଦହିବରା ଆଳୁ ଦମ୍, ରସଗୋଲା ଆଦି ପୂର୍ବ ନିର୍ଦ୍ଧାରିତ କ୍ରମେ ବଣ୍ଟନ କରାଯାଏ । ମଧ୍ୟାହ୍ନ ବାରଟା ଯାଏଁ ହୋଲି ଖେଳ ଚାଲେ । ସେତେବେଳକୁ ପରସ୍ପର ବିଭିନ୍ନ ରଙ୍ଗରେ ପରସ୍ପରକୁ ସଜାଇ ବିବିଧ ବର୍ଣ୍ଣା ସାଜି ଥାନ୍ତି । ସାହିର ପ୍ରତ୍ୟେକ ଙ୍କ ଘର ପରିକ୍ରମା କରିବା ପରେ ହୋଲି ଖେଳ ଶେଷ ମୁଣ୍ଡରେ ବନ୍ଦ ଘୋଷଣା କରାଯାଏ । ଏହାପରେ ସମସ୍ତେ ନିଜର ଘରକୁ ଯାଇ ଗାଧୋଇ ପାଧୋଇ, ରଙ୍ଗ ଛଡ଼ାଇ ସୁଦୃଶ୍ୟ ବସ୍ତ୍ର ପରିଧାନ କରି ଉତ୍ସବ ସ୍ଥଳ ପାଖ ଡାଇନିଂ ରୁମରେ ଏକାଠି ହୋଇ ମଧ୍ୟାହ୍ନ ଭୋଜନ ନେଇ ଥାନ୍ତି। ଏହି ସମୂହ ଭୋଜି ରେ ପରିବେଷିତ ହୋଇଥାଏ ବିଭିନ୍ନ ଶାକାହାରୀ ସ୍ବାଦିଷ୍ଟ ଖାଦ୍ୟ ।

ସନ୍ଧ୍ୟା ସମୟରେ ହୋଲି ପର୍ବର ଉଦ୍ ଯାପନୀ ପର୍ବ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୁଏ। ସାହିର ଶିଶୁ ଓ ତରୁଣ କଳାକାର ମାନେ ଚିତ୍ତାକର୍ଷକ ନ୍ରୃତ୍ୟ ଓ ସଙ୍ଗୀତ ଓ ମହିଳା ମାନେ କ୍ରୀଡା କୈ।ଶଳ ପ୍ରଦର୍ଶନ କରିଥାନ୍ତି। ମଝିରେ ମଝିରେ ସମସ୍ତ ଦର୍ଶକ ଓ ଅଂଶ ଗ୍ରହଣ କାରୀ ମାନଙ୍କୁ ସ୍ନାକ୍ସ ଯୋଗାଇ ଦିଆ ଯାଇଥାଏ।ବିଚାରକ ମାନଙ୍କ ଦ୍ଵାରା ନ୍ରୃତ୍ୟ ଗୀତର ମୂଲ୍ୟାୟନ କରା ଯାଇ ଅଂଶ ଗ୍ରହଣ କାରୀ ମାନଙ୍କୁ ଉପହାର ସାମଗ୍ରୀ ମଞ୍ଚାସୀନ ମୂଖ୍ୟ ଅତିଥି ଭାବେ ସୂନାମଧନ୍ୟ ନାଟ୍ୟ ନିର୍ଦେଶକ ଭିକାରୀ ଚରଣ ପ୍ରଧାନ , ସମ୍ମାନିତ ଅତିଥି ସମାଜ ର ପ୍ରତିନିଧି ମନୋଜ ମୋହନ ବରାଳ, ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

ଏହାପରେ ସଭିଙ୍କୁ ରାତ୍ରୀଭୋଜନ ରେ ଆପ୍ୟାୟିତ କରାଯାଇ ଉତ୍ସବ ର ଉଦ୍ ଯାପନୀ ଘୋଷଣା କରାଯାଏ । ବର୍ଷ ବର୍ଷ ଧରି ଏଭଳି ସ୍ଵତନ୍ତ୍ର ଢଙ୍ଗରେ ପାଳିତ ହେଉଥିବା ହୋଲି ଉତ୍ସବ କୁ ସ୍ବର୍ଣ୍ଣ ବିହାର ସାହିର ବାସିନ୍ଦା ମାନେ ବଜାୟ ରଖିଛନ୍ତି।ଏହା ସେମାନଙ୍କ ମଧ୍ୟରେ ଐକ୍ୟ, ଭାଇଚାରା,ସ୍ନେହ,ସୈ । ହାର୍ଦ୍ଦ୍ୟ ବଜାୟ ରଖିଛି ବୋଲି ସାହିର ସଭାପତି ବିଷ୍ଣୁ କେଶରୀ ବିଶ୍ଵାଳ,ଉପ ସଭାପତି ଗୁଣନିଧି ବେହେରା, ସମ୍ପାଦକ ଅଜୟ କୁମାର ମହାପାତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳକ ଅକ୍ଷୟ କୁମାର ସାହୁ, ତ୍ରିଲୋଚନ ସାହୁ ,ଅମିତାଭ ପଟ୍ଟନାୟକ,ସୂଭ୍ରାସୁଁ ସେନାପତି , ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ – ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ – ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ

October 10, 2026
ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ।

Utkal Hospital Inaugurates State-of-the-Art Sleep Lab

October 10, 2026
ରଣପୁର ରେ ନିର୍ବାଚନ କମିଶନ ଙ୍କ ଇସ୍ତଫା ଦାବୀ ସହ କୁଶ ପୁତ୍ତଳିକା ଦାହ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ – ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ – ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ

October 10, 2026
ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ।

Utkal Hospital Inaugurates State-of-the-Art Sleep Lab

October 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version