• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଣେଶ୍ବପୁର ପଞ୍ଚାୟତ ରେ ପାନୀୟ ଜଳ ଅଭାବ ହେତୁ ଗାଁ ଛାଡିବାକୁ ବସିଲେଣି ଲୋକେ

Proprietor Abhimanyu Maharana by Proprietor Abhimanyu Maharana
March 8, 2025
in ଓଡ଼ିଶା, ପୁରୀ, ହୋମ୍
0
ଗଣେଶ୍ବପୁର ପଞ୍ଚାୟତ ରେ ପାନୀୟ ଜଳ ଅଭାବ ହେତୁ ଗାଁ ଛାଡିବାକୁ ବସିଲେଣି ଲୋକେ
Share on FacebookShare on TwitterWhatsapp

80 ଟା ସରକାରୀ ନଳକୂପ ଅଚଳ ପାଣି ପାଇଁ ଡହକ ବିକଳ  

୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ଗୋପ ବ୍ଲକ ର 31 ପଞ୍ଚାୟତ ମଧ୍ୟରୁ ସର୍ବ ବୃହତ ପଞ୍ଚାୟତ ଟି ହେଉଛି ଗଣେଶ୍ୱରପୁର ପଞ୍ଚାୟତ l ଏହାର ୱାର୍ଡ ସଂଖ୍ୟା ହେଉଛି 24 ଲୋକ ସଂଖ୍ୟା ହେଉଛି 14 ହାଜର ରୁ ଉର୍ଦ୍ଧ ହେଵ l ଲୋକ ସଂଖ୍ୟା ଓ ଅନ୍ୟାନ୍ୟ ଦୁଷ୍ଟି କୋଣରୁ ଗଣେଶ୍ୱରପୁର ପଞ୍ଚାୟତ ଟି ହେଉଛି ଉଚ୍ଚ ଶିକ୍ଷିତ ପଞ୍ଚାୟତ l ଶିକ୍ଷା ହାର ରେ ମଧ୍ୟ ପ୍ରଥମ ସରକାରୀ ଚାକିରିଆ କ୍ଷେତ୍ରରେ ବି ପ୍ରଥମ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଠାରେ ବିଗତ 4 ବର୍ଷ ହେଵ ପାଇନୀୟ ଜଳ ର ଉତ୍କଟ ଅଭାବ ପରିଲକ୍ଷିତ ହେଉଛି l

ଯଦିଓ ଏହା କୁଶଭଦ୍ରା ଓ ଧନୁଆ ଏବଂ କାଦୁଅ ନଦୀ ର ପ୍ରଶବର୍ତ୍ତୀ ଅଞ୍ଚଳ ରେ ଅବସ୍ଥିତ ପଞ୍ଚାୟତ କିନ୍ତୁ କୌଣସି ନଦୀ ରେ ବିଗତ କିଛି ବର୍ଷ ହେଵ ବନ୍ୟା ପାଣି ନଥିବା ହେତୁ ମୃତ ଅବସ୍ଥାରେ ସମସ୍ତ ନଦୀ l ସେଥିପାଇଁ ପାଣିର ସ୍ତର ମଧ୍ୟ କମ ହେଉଥିବାରୁ ପାନୀୟ ଜଳ ର ସମସ୍ୟା କ୍ରମଶଃ ବୃଦ୍ଧି ପାଉଛି l ଗଣେଶ୍ୱରପୁର ପଞ୍ଚାୟତ ର ସରପଞ୍ଚ ପ୍ରଭାତ ବେହେରା କହିଛନ୍ତି ଆମ ପଞ୍ଚାୟତ ରେ ଗୋଟେ ବି ବସୁଧା ଜଳ ଯୋଜନାରେ ଓଭର ହେର୍ଡ ଟ୍ୟାଙ୍କ ନଥିବା ଫଳରେ ଆମେ ପାଇପ ଯୋଗେ ପିଇବା ପାଣି ପାଇବାରୁ ବଞ୍ଚିତ l

ଅନେକ ଥର ସର୍ବେ ହୋଇଛି ସତ କିନ୍ତୁ ପାଣି ଟ୍ୟାଙ୍କୀ ନିର୍ମାଣ ହେଲାନାହିଁ l ପାଣି ର ସମସ୍ୟା ଆସିଲେ ଆମ ପଞ୍ଚାୟତ ରୁ ଶତକଡା 35 ଭାଗ ଲୋକ ଗୋପ ଓ ନିମାପଡା ଆଦି ଅଞ୍ଚଳ ଘର ଭଡା ନେଇ ରୁହନ୍ତି l ବର୍ଷା ଦିନ ହେଲେ ଗାଁ କୁ ଫେରନ୍ତି l ୱାର୍ଡ ମେମ୍ବର ଲିଖିତ ଅଭିଯୋଗ କଲେ ଆମେ ବ୍ଲକ ରେ ସୂଚିତ କରିବୁ ଆଉ ଟ୍ରାକ୍ଟର ଯୋଗେ ୱାର୍ଡ ଅନୁଯାଇ ପାଣି ଦେବୁ l

ଆଗାମୀ 17 ତାରିଖ ରେ ପଞ୍ଚାୟତ ବୈଠକ ରେ ଜଣାପଡିବ କେତେ କ ୱାର୍ଡ ପାଇଁ ଟ୍ରାକ୍ଟର ଯୋଗେ ପାଣି ଆବଶ୍ୟକ ପଡୁଛି l ଉକ୍ତ ପଞ୍ଚାୟତ ପାଇଁ ଭାର୍ଗବୀ ନଦୀ ରୁ ପାଇପ ଲାଇନ ରେ ପାନୀୟ ଜଳ ଆସିବାକୁ ଆଉ ଦେଢ଼ ବର୍ଷ ସମୟ ଲାଗିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି l ଗତ ସପ୍ତାହ ରେ ବନ୍ତୁଳି ଗାଁ ଠାରେ ବୃହତ ମେଗା ପାନୀୟ ଜଳ ର ଶିଳାନ୍ୟାସ କରିବା ଅବସରରେ ଶ୍ରୀମତୀ ପରିଡା କହିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

August 7, 2026

ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ

ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ

August 7, 2026
ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ

ଅବକାରୀ ବିଭାଗର ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ

August 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

August 7, 2026
Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya

Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya

August 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version