No Result
View All Result
୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀ ଜିଲ୍ଲା ଉପନିବନ୍ଧକ (ସବ ରେଜିଷ୍ଟାର ) ଭାବେ ସୋମବାରଦିନ ତପନ କୁମାର ତରାଇ ଯୋଗଦେଇଛନ୍ତି l ୨୦୨୧-୨୨ ବ୍ୟାଚ ରେ ଓଡିଶା ପ୍ରଶାସନିକ ସେବା (ଓ ଏ ଏସ ) ପାଇବାପରେ ତାଲିମ ରେ ଅଭିଜ୍ଞତା ଅର୍ଜନ କରିଥିଲେ l ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ରାଜ୍ୟ ପ୍ରଶାସନ ତାଙ୍କୁ ପୁରୀ ଜିଲ୍ଲା ସବ ରେଜିଷ୍ଟାର ଭାବେ ନିଯୁକ୍ତି ଦେଇଛନ୍ତି l
ଜଗନ୍ନାଥ ଙ୍କ ଧାମ ରେ କାର୍ଯ୍ୟ ଆରମ୍ଭ କରି ବହୁତ ଖୁସି ଓ ସବୁ ପ୍ରଭୁ ଙ୍କ ଇଛା ବୋଲି କହିଛନ୍ତି l ଯୋଗ ଦେବା ପରେ କାର୍ଯ୍ୟାଳୟ ରେ ଖୁସି ର ମାହୋଲ ଖେଳି ଯାଇଛି l ଅନେକ ଆଇନଜୀବୀ, ମୋହରିର, ଷ୍ଟାମ୍ପ ଭେଣ୍ଡର ଶ୍ରୀ ତରାଇ ଙ୍କ ଯୋଗଦାନ ପରେ ସ୍ୱାଗତ ଅଭିନନ୍ଦନ କରିଛନ୍ତି l
No Result
View All Result