୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସତ୍ୟସାଇ ସେବା ସଂଗଠନ ଆନୁକୁଲ୍ୟରେ ପବିତ୍ର ମହାଶିବ ରାତ୍ରୀ ଅବସରରେ ବାଙ୍କୀ ଚକାପଦାର ପ୍ରସିଦ୍ଧ ଶୈବପୀଠ ବାବା ଖଣ୍ଡେତଶ୍ୱର , ରଣପୁରର ବାବା ଜଳେଶ୍ୱର ଶିବମନ୍ଦିର ଓ ବେଦପୁରର ମା’ଷଠୀ ଦେବୀଙ୍କ ପୀଠକୁ ସଫାସୂତରା କରାଯାଇଛି ।



© 2023 Odisha Taza News.