No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ବାଙ୍କୀ ପଂଚାୟତ ସମିତି ସଭାଗୃହରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଜିଲ୍ଲା ପରିଷଦ ସଦସ୍ୟ ସଂଜୟ ପାତ୍ର,
ରଶ୍ମିରେଖା ପଣ୍ଡା , ରଶ୍ମିତା ସାହୁ, ବିଡିଓ ସଂଗ୍ରାମ ଭଳ, ଉପାଧ୍ୟକ୍ଷା ଜୟନ୍ତୀ ବଳ, ସାଂସଦଙ୍କ ପ୍ରତିନିଧି ଜୟନ୍ତ ବେଉରା, ଗ୍ରାମପଂଚାୟତ ଅଫିସର ଦିପାଞ୍ଜଳି ଜେନା, ସହକାରୀ ନିର୍ବାହୀ ଅଧିକାରୀ ଅଂଶୁମାନ ଜେନା ପ୍ରଭୃତି ଯୋଗଦେଇଥିଲେ । ଏଥିରେ ୨୦ଟି ପଂଚାୟତର ୫ବର୍ଷପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଗୁଡିକ ଅନୁମୋଦନ କରାଯାଇଥିଲା ।

No Result
View All Result