୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :- THE R1 ACADEMY ଏକ ପ୍ରତିଯୋଗିତା ମୂଳକ ଶିକ୍ଷାନୁଷ୍ଠାନ।ଶିକ୍ଷାନୁଷ୍ଠାନର ଭବ୍ୟ ଉଦଘାଟନୀ ଉତ୍ସବରେ ସମ୍ମାନୀତ ମୂଖ୍ୟ ଅତିଥି ଭାବରେ ଓଡ଼ିଶାର ସୁନାମଧନ୍ୟ ମଞ୍ଚ ପରିଚାଳକ ଭାଷାବୀତ ତଥା ଇଂରାଜୀ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ, ସମ୍ମାନୀତ ଅତିଥି ଭାବରେ ଆଇନଷ୍ଟାଇନ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଅବଦୁଲ କଲାମ,ସମ୍ମାନୀତ ମୂଖ୍ୟବକ୍ତା ଭାବରେ ଓଳସିଂହ ଦାଶରଥି ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ଦାଶ, ସମ୍ମାନିତ ଅତିଥି ଭାବରେ THE R1 ACADEMYର ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର କୁମାର ରଥ,
















