• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଖବର ପ୍ରକାଶ ହେବାର ଦୁଇ ମାସ ପରେ ପୁଲିସ ସରପଞ୍ଚ ଓ ସ୍ବାମୀ ଗିରଫ, ଜାମିନି ନାମଞ୍ଜୁର ହେବା ପରେ ସ୍ବାମୀ ଓ ସ୍ତ୍ରୀ ଜେଲକୁ ଗଲେ ।

Proprietor Abhimanyu Maharana by Proprietor Abhimanyu Maharana
January 31, 2025
in ଓଡ଼ିଶା, ଗଜପତି, ହୋମ୍
0
ହିତାଧିକାରୀ ଠାରୁ ଆବାସଗୃହ ଟଙ୍କା ହଡପ ଖବର ପ୍ରକାଶ ହେବାର ଦୁଇ ମାସ ପରେ ପୁଲିସ ସରପଞ୍ଚ ଓ ସ୍ବାମୀ ଗିରଫ, ଜାମିନି ନାମଞ୍ଜୁର ହେବା ପରେ ସ୍ବାମୀ ଓ ସ୍ତ୍ରୀ ଜେଲକୁ ଗଲେ ।
Share on FacebookShare on TwitterWhatsapp

୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ବସ୍ତିଗୁଡା ପଞ୍ଚାୟତ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଅଭିଯୋଗରେ ଆର, ଉଦୟଗିରି ବ୍ଳକ ବସ୍ତିଗୁଡା ପଞ୍ଚାୟତ ସରପଞ୍ଚ ଓ ସ୍ବାମୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସରପଞ୍ଚ ରିତନୀ ମଣ୍ଡଳ ଓ ସ୍ବାମୀ ଉଭୟ ମଣ୍ଡଳଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତରୁ ପଠାଇ ଦିଆଯାଇଛି । ଏଥିସହ ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ଏନେଇ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଆର,ଉଦୟଗିରି ଥାନା ସବ୍ ଇନପେକ୍ଟର ସୁନିଲ ସେଠୀ କହିଛନ୍ତି ।

ସୁରେଇଖମା ଗ୍ରାମର ଆୟୁବ ରଇତଙ୍କ ସ୍ତ୍ରୀ ଜୟନ୍ତୀ ରଇତ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ନାମରେ ପ୍ରଧାନମନ୍ତୀ ଆବାସ ଗୃହ ନିର୍ମାଣ ପାଇଁ ଅନୁଦାନ ଅର୍ଥ ଆସିଥିଲା ଦୁଇଟି କିସ୍ତିରେ ୧ ଲକ୍ଷ ୫ହଜାର ଟଙ୍କା ଭୂଲରେ ତୁମ ଆକାଉଣ୍ଟକୁ ଆସିଥିବା ସରପଞ୍ଚ ରିତନୀ ଓ ତାଙ୍କ ସ୍ବାମୀ ଉଭୟ କହିବା ସହ ଟଙ୍କା ଫେରସ୍ତ କରିବାକୁ ଜୋର କରିଥିଲେ ।

ଜୟନ୍ତୀ ପରବାର ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସରପଞ୍ଚ ରିତାନୀ ମଣ୍ଡଳ ଜୟନ୍ତୀଙ୍କୁ ଫୋନ କରି କହିଥିଲେ ଯେ ଆମ ଟଙ୍କା ତମ ବ୍ୟାଙ୍କ୍ ଆକାଉଣ୍ଟକୁ ଚାଲିଯାଇଛି । ତମେ ଶୀଘ୍ର ଆସିକି ଉଠେଇକି ଦିଅ । ସ୍ବାମୀ ଓ ସ୍ତ୍ରୀ ଆସି ୨୦୨୩ ଅକ୍ଟୋବର ୩ରେ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠେଇଥିଲେ । ସେତେବେଳେ ସରପଞ୍ଚ ଓ ତାଙ୍କ ସ୍ବାମୀ ବ୍ୟାଙ୍କ୍ ଆଗରେ ତାଙ୍କ ଠାରୁ ୪୦ ହଜାର ଟଙ୍କା ନେଇଯାଇଥିଲେ ବୋଲି ଜୟନ୍ତୀ ଅଭିଯୋଗ କରିଛନ୍ତି ।

ଏହାପରେ ପୁଣି ୬୫ ହଜାର ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଥିଲା । ତାହା ମଧ୍ୟ ଉଠାଇକି ଦେବା ପାଇଁ ସରପଞ୍ଚ ବାଧ୍ୟ କରିଥିଲେ । ୨୦୨୪ ସେପ୍ଟେମ୍ବର ୨୦ରେ ୬୫ ହଜାର ଟଙ୍କା ଉଠେଇ ସରପଞ୍ଚ ନେଇଯାଇଛନ୍ତି । ଏଭଳି ଦୁଇ ଥରରେ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ସରପଞ୍ଚ ନଇଥିବା ଜୟନ୍ତୀ ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ଜୟନ୍ତୀ ଜାଣିବାକୁ ପାଇଥିଲେ ଯେ ୨୦୨୧ – ୨୨ ଆଥିକ ବର୍ଷରେ ତାଙ୍କ ନାମରେ ପ୍ରଧାନମନ୍ତୀ ଆବାସ ଗୃହ ନିର୍ମାଣ ପାଇଁ ୨୦୨୩ ଜୁନ ୧୯ରେ ପ୍ରଧାନମନ୍ତୀ ଆବାସ ପାଇଁ କାର୍ଯ୍ୟଦେଶ ମିଳିଥିଲା । ପ୍ରଥମ କିସ୍ତିରେ ୪୦ ହଜାର ଓ ଦ୍ବିତୀୟ କିସ୍ତିରେ ୬୫ ହଜାର ଟଙ୍କା ଆସିଥିଲା । କିନ୍ତୁ ସରପଞ୍ଚ ତାଙ୍କୁ ଏବିଷୟ ନକହି ଟଙ୍କା ନେଇଯାଇଥିବା ଜୟନ୍ତୀ ଥାନା ଅଭିଯୋଗ କରିଥିଲେ । ଏଥସହ ତୁରନ୍ତ ଆବାସ ଯୋଜନା ପାଇଁ ଆସିଥିବା ଟଙ୍କା ତାଙ୍କୁ ଫେରସ୍ତ କରିବାକୁ ଦାବୀ କରିଛନ୍ତି । ଗତ ନଭେମ୍ବର ୨୮ ତାରିଖରେ ଜୟନ୍ତୀ ଆର,ଉଦୟଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଆଧାର କରି ସ୍ଥାନୀୟ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ପୁଲିସ ସରପଞ୍ଚ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନଦେବା ପରେ ଜୟନ୍ତୀ ପୁଣି ଗତ ଡିସେମ୍ବର ୨୩ ତାରିଖରେ ଶବରପଲ୍ଲୀ ଯୁଗ୍ମ ଅଭିଯୋଗ ଶୁଣାଣୀରେ ମଧ୍ୟ ଅଭିଯୋଗ କରିଥିଲେ । ଆଜି ପୁଲିସ ଉଭୟ ସରପଞ୍ଚ ଓ ତାଙ୍କ ସ୍ବାମୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ସେଠୀ ବାବୁ କହିଛନ୍ତି ।

କାହିଁକି ଦଣ୍ଡପାଇବେନି ଜିଓ ଟେଗ କରିଥିବା ଓ ସ୍ପୋର୍ଟ ଭେରିଫିକେସନ କରିଥିବା ସରକାରୀ କର୍ମଚାରୀ l ମୋଟା ଅଙ୍କର ଦରମା ପାଇ କଣ କରୁଛନ୍ତି ଆର. ଉଦୟଗିରି ଗୋଷ୍ଟି ଉନ୍ନୟନ ଅଧିକାରୀ l ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସରକାରୀ କାର୍ଯ୍ୟ ପରିଚାଳନା ପାଇଁ ସହଯୋଗ କରିବାପାଇଁ ନିଯୁକ୍ତ ଥିବା ଅଧିକାରୀ କାର୍ଯ୍ୟଶୈଳି ମଧ୍ୟ ସନ୍ଦେହ ଘେରରେ ତେଣୁ ସେମାନେମଧ୍ୟ ଦଣ୍ଡ ପାଇବା ଯୋଗ୍ୟ ବଲି ସାଧାରଣ ରେ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

Nine Departments Unite at 2nd DLCC Meeting in Puri to Strengthen Climate-Resilient Livelihoods and Women-Led Agriculture

May 18, 2026

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ

May 18, 2026
ବିଶିଷ୍ଟ ରାଜନେତା ତଥା ବରିଷ୍ଠ ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ବିୟୋଗରେ ଶୋକ

ବିଶିଷ୍ଟ ରାଜନେତା ତଥା ବରିଷ୍ଠ ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ବିୟୋଗରେ ଶୋକ

May 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

Nine Departments Unite at 2nd DLCC Meeting in Puri to Strengthen Climate-Resilient Livelihoods and Women-Led Agriculture

May 18, 2026
ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

May 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version