• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ମାର୍ଟ ମିଟର ବିରୁଦ୍ଧରେ ପୁରୀ ଓକିଲ ସଙ୍ଘ ର ଶୋଭାଯାତ୍ରା : ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

Proprietor Abhimanyu Maharana by Proprietor Abhimanyu Maharana
January 31, 2025
in ଓଡ଼ିଶା, ପୁରୀ, ହୋମ୍
0
ସ୍ମାର୍ଟ ମିଟର ବିରୁଦ୍ଧରେ ପୁରୀ ଓକିଲ ସଙ୍ଘ ର ଶୋଭାଯାତ୍ରା  : ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
Share on FacebookShare on TwitterWhatsapp

୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ  :- ସ୍ମାର୍ଟ ମିଟର ବିରୁଦ୍ଧରେ ପୁରୀ ଓକିଲ ସଙ୍ଘ ପକ୍ଷରୁ ଗୁରୁବାରଦିନ ଆଇନଜୀବୀମାନେ ଶୋଭାଯାତ୍ରା ରେ ଯାଇ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଶୋଭାଯାତ୍ରା ସଙ୍ଘ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l ଟାଟା ର ଉପଭୋକ୍ତା ବିରୋଧି ନୀତି ତଥା ସ୍ମାର୍ଟ ମିଟର ପ୍ରଚଳନ କୁ ସଙ୍ଘ ବିରୋଧ କରିଛି l ଚାଲୁଥିବା ମିଟରକୁ ଖରାପ୍ ଦର୍ଶାଇ ମିଥ୍ୟାରେ ମିଟର ଟ୍ୟାମ୍ଫରିଙ୍ଗର ଆଖ୍ୟା ଦିଆଯାଉଛି |ବିଦ୍ୟୁତ କମ୍ପାନୀ ର କର୍ମଚାରୀ ଜୋର ଜବରଦସ୍ତି ଘରେ ପଶିଯିବା ଅଭିଯୋଗ କରିଛନ୍ତି l
ଉପଭୋକ୍ତାଙ୍କ ବିନା ଦସ୍ତଖତରେ ଦୁବ୍ୟବହାର ଓ ଲକ୍ଷ୍ ଲକ୍ଷ୍ ଟଙ୍କା ଜୋରିମାନ ଧାର୍ଯ୍ୟ କରୁଛନ୍ତି l ବିଦ୍ୟୁତ୍ ବିଛିନ୍ନ କରିଦେଉଛନ୍ତି । ଆଭରେଜ୍ ବିଲ୍ କରିଦେଉଛନ୍ତି । ପୁରୀରେ ମିଟର ବଦଳାଇବା ବାହାନାରେ କେତେକ ଉପଭୋକ୍ତାଙ୍କ ଘରେ ସ୍ମାଟ ମିଟର ଲଗାଇଛନ୍ତି l ପୁରୀ ସହରରେ ପ୍ରି ପେଡ୍ ସ୍ମାଟ ମିଟର ବସାଇବା ପାଇଁ ଉପଭୋକ୍ତାଙ୍କୁ ବାଧ୍ୟ କରୁଛନ୍ତି l ଯାହାକି ଆଇନ ବିରୋଧି । ସ୍ମାଟ ମିଟର ପ୍ରଚଳନ ଉପଭୋକ୍ତା ବିରୋଧି । ଟାଟାପାଓ୍ବାର ସ୍ମାଟ ମିଟର ଜରିଆରେ ରିମୋର୍ଟକୁ ନିଜ ହାତରେ ରଖିବା ପାଇଁ ଚେଷ୍ଟା କରୁଛି l ଶହ ଶହ କର୍ମଚାରୀ ଛଟେଇ ହେବେ l

ଆଗୁଆ ପ୍ରିପେଡ଼ ଭାଉଚର ଦ୍ଵାରା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ଭାଉଚର ପ୍ରଚଳନ କରିବେ l ଉପଭୋକ୍ତାଙ୍କ ଠାରୁ କୋଟି କୋଟି ଟଙ୍କା ଆଗୁଆ ନେଇ ବ୍ୟାଙ୍କ ରୁ ସୁଧ ଟଙ୍କା ଲାଭ ପାଇବେ l ସ୍ମାଟ ମିଟର ଲଗାଇବା ପାଇଁ ଆନୁମାନିକ ପ୍ରତି ମିଟର ପିଛା ୭୦୦୦ଟଙ୍କା ଗ୍ରାହକଙ୍କ ଠାରୁ ନେଇଯିବେ । ଏହା ସଂପୂର୍ଣ୍ଣ ଉପ‌ଭୋକ୍ତା ବିରୋଧି । ଓକିଲ ସଂଘ ଦାବୀ ମଧ୍ୟରେ ସାଧାରଣ ଘରୋଇ ଉପଭୋକ୍ତାଙ୍କର ପ୍ରଥମ ସ୍ରାବ ୧୦୦ ୟୁନିଟ ରଖାଯାଉ । ୟୁନିଟ୍ ପିଛା ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ଯାହା ହେଉଛି , ସେତିକି ଧାର୍ଯ୍ୟ କରାଯାଉ ।ଟାଟାପାଓ୍ବାର ଜୋରଜବରଦସ୍ତ ଘରେ ପଶି ଚାଲୁଥିବା ମିଟରକୁ ବଦଳାଇବା ଓ ମିଥ୍ୟାର ଆଶ୍ରୟ ନେଇ ମିଟର ଟ୍ୟାମ୍ପରିଙ୍ଗ କହି ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବା ବନ୍ଦ କରୁ ।ଉପଭୋକ୍ତାବାଦ ବିରୋଧ ସ୍ମାଟ ମିଟର ତୁରନ୍ତ ପ୍ରତ୍ୟାହାର କରାଯାଉ ।

ଟିପିସିଓଡିଏଲ ର କର୍ମଚାରୀମାନେ ବିନା ଅନୁମତିରେ ଘରେ ପଶି ଉପଭୋକ୍ତା ଓ ପରିବାର ଲୋକଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିବା ବନ୍ଦ କରାଯାଉ । ପ୍ରତି ଗ୍ରାହକ ଙ୍କର ଲାଗିଥିବା ମିଟର ମାନ ପରୀକ୍ଷା କରି ସଂପୃକ୍ତ ମିଟର ଟେଷ୍ଟି ଅଧିକାରୀଙ୍କ ଠାରୁ ସାର୍ଟିଫିକେଟ୍ ଆଣି ଉପଭୋକ୍ତାଙ୍କୁ ଦେଇ, ଉପଭୋକ୍ତାଙ୍କ ବ୍ୟବହାର ମୁତାବକ ବିଜୁଳି ଉପରେ ଦର ନିର୍ଦ୍ଧାରଣ କରାଯାଉ ଓ ନିରବଛିନ୍ନ, ଗୁଣାତ୍ମକ ବିଜୁଳି ଯୋଗାଇ ଦିଆଯାଉ । ଟିପିସିଓଡିଏଲ ର ଆୟ ବ୍ୟୟ ସି.ଏ.ଜି. ଦ୍ଵାରା ଅଡ଼ିଟ୍‌ କରି, ଓ.ଇ.ଆର.ସି.କୁ ବିଧାନ ସଭା ନିକଟରେ ଉତ୍ତରଦାୟୀ କରାଯାଉ । ଜିଲ୍ଲା ଖାଉଟି ବିବାଦ କମିଶନ୍‌କୁ ଉପଭୋକ୍ତାମାନଙ୍କ ପାଇଁ ପୂର୍ଣକ୍ଷମ କରାଯାଉ ।

ଦାବୀ ଗୁଡ଼ିକ ସରକାର ବା ଜିଲ୍ଲା ପ୍ରଶାସନ ଅବିଳମ୍ବେ ପୁରଣ ନକରନ୍ତି ଓ ଯଦି ଚାଲୁ ଥିବା ମିଟରକୁ ବଦଳାଇ ସ୍ମାଟ ମିଟର ପ୍ରଚଳନ କରିବା ପାଇଁ ସୁପାରିଶ୍ କରନ୍ତି ତେବେ ଓକିଲ ସଙ୍ଘ ଉପଭୋକ୍ତାଙ୍କୁ ସଚେତନ କରାଇ ଭବିଷ୍ୟତରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି l ପ୍ରକୃତ କ୍ଷତିଗ୍ରସ୍ତ ଉପଭୋକ୍ତାଙ୍କ ପାଖରେ ଓକିଲ ସଙ୍ଘ ଠିଆହେବା ପାଇଁ ବାଧ୍ୟ ହେବ l ଦାବୀପତ୍ର ଦେବା ସମୟରେ ଓକିଲ ସଂଘର ସଭାପତି ଆଦିତ୍ୟ ହୃଦୟ ମିଶ୍ର, ସମ୍ପାଦକ ଦୀପକ କୁମାର ଦାଶ, ଉପସଭାପତି ପ୍ରଦୀପ କୁମାର ରଥ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ୍ ପ୍ରଧାନ, ସସ୍ମିତା ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ବିଶ୍ଵ ଭୂଷଣ ବାରିକି, ଭାଗବତ ପଟ୍ଟନାୟକ, ତପନ କୁମାର ବାରିକି, ଅନିଲ କୁମାର ସାହୁ, ଶରତ ରାୟଗୁରୁ, ପୁଳିନ ବିହାରୀ ଆଚାର୍ଯ୍ୟ, ନୃସିଂହ ଚରଣ ମହାନ୍ତି, ପ୍ରସନ୍ନ କୁମାର ମିଶ୍ର, ସୁକାନ୍ତ କୁମାର ପ୍ରଧାନ , ବିଭୂତି ଶଙ୍କର ତ୍ରିପାଠି,ସାରଦା ପ୍ରସାଦ ସାମଲ, କର୍ଣ୍ଣବୀର ମହାପାତ୍ର ସମେତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0

June 15, 2026
ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

June 15, 2026
ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version