୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ତଥା କର୍ମଚାରୀମାନେ ଆଜି ଶୁକ୍ରବାର ହସ୍ତତନ୍ତର ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆହ୍ବାନକ୍ରମେ ସମସ୍ତ କର୍ମଚାରୀ ଏହି ପରାମର୍ଶକୁ କାର୍ଯ୍ୟକାରୀ କରିଛନ୍ତି ।



© 2023 Odisha Taza News.