No Result
View All Result
୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ସୁଚନା ଅନୁସାରେ ଗତ କାଲି 12 ତାରିଖ ସଂଧ୍ୟା ବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ବୋଲଗଡ଼ ପଞ୍ଚାୟତ ରେଲୱେ ଓଭର ବ୍ରିଜି ଠାରେ ନୟାଗଡ଼ ଆଡୁ ଦୃତ ଗତିରେ ଆସୁଥିଲା ଏକ କଳାରଙ୍ଗର KN କାର, ଯାହାର ନମ୍ବର OD 33 AP 5491 . ସେପଟୁ ବୋଲଗଡ଼ ବ୍ଳକ ଗୁଠୁଣି ଗାଁର ଭିମ ଦାସ ,
ବୟସ 40,ତାଙ୍କ ପୁଅ ସୁଭମ୍ ଦାସ ବୟସ 12 ବର୍ଷ ଏବଂ ତାଙ୍କ ସଙ୍ଗେ ଆସିଥିବା ବାଉଶିଆପଡା ସହଦେବ ନାଏକ ବୟସ 50 ଏମାନେ ଏକ କଳା ପଲସର୍ ଯାହାର ନମ୍ବର OD 25 E 0059 ଧରି ସୁନାଖଳାରୁ ଏକ ବାହାଘର ପାଇଁ ଗହଣା ଧରି ଫେରଥିବା ସମୟରେ, ବାଇକ୍ ଟିକୁ ଦୃତ ଗତିରେ ଆସୁଥିବା କାରଟି ଧକା ଦେଇ ଥିଲା,
ଫଳରେ ବାଇକ୍ ଆରୋହିଙ୍କର ଡାହାଣ ଗୋଡ଼ଟି କଟି ଦୁଇ ଖଣ୍ଡ ହୋଇ ଯାଇଥିଲା ବେଳେ ପୁଅ ଶୁଭମର ଗୋଡ଼ରେ ଗଭିର ଆଘାତ ଲାଗି ଥିବା ଦେଖିବାକୁ ମିଳିଛି ଏବଂ ବାଉଁଶିଆପଡା ସହଦେବ ନାଏକଙ୍କ ମୁଣ୍ଡରେ ମଧ୍ୟ ଗଭିର ଆଘାତ ଲାଗିଛି, ବୋଲଗଡ଼ ପୋଲିସ ଏବଂ କିଛି ସ୍ତାନିୟ ଲୋକଙ୍କ ସହାୟତାରେ
ଏମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବାବେଳେ ସଙ୍ଗେ ସଙ୍ଗେ ଉପସ୍ଥିତ ଡାକ୍ତର ସେମାନଙ୍କୁ ପ୍ରାଥମିକ ଚିକିତ୍ସା କଲାପରେ ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ସୁଚନା ମଳଛି, ଏପଟେ ବୋଲଗଡ଼ ପୋଲିସ ଦୁଇଟି ଯାକ ଗାଡ଼ିକୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି ।

No Result
View All Result