• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପରକ୍ରିୟା ପ୍ରୀତି ହତ୍ୟାକାଣ୍ଡର ୬ ଦିନ ପରେ ସ୍ବାମୀ, ସ୍ତ୍ରୀ ଓ ପୁତୁରା ଗିରଫ ପୁଲିସ

Proprietor Abhimanyu Maharana by Proprietor Abhimanyu Maharana
January 11, 2025
in ଓଡ଼ିଶା, ଗଜପତି, ହୋମ୍
0
ପରକ୍ରିୟା ପ୍ରୀତି ହତ୍ୟାକାଣ୍ଡର ୬ ଦିନ ପରେ ସ୍ବାମୀ, ସ୍ତ୍ରୀ ଓ ପୁତୁରା ଗିରଫ ପୁଲିସ
Share on FacebookShare on TwitterWhatsapp

୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅଡବା ଥାନା ଅଧୀନ କାଲେମା ଗାଁର ମହିଳା ଲକ୍ଷ୍ୟହୀରା ନାୟକଙ୍କ ମୃତ ଦେହ ନିକଟ ଜଙ୍ଗଲରୁ ମିଳିବା ପରେ ତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଯାଇଛି । ତାଙ୍କ ସ୍ବାମୀ ଧମେନ୍ଦ୍ର ନାୟକ(38), ସଉତୁଣି ତଥା ଧର୍ମେନ୍ଦ୍ରଙ୍କ ଦ୍ବତୀୟ ସ୍ତ୍ରୀ ପୂଣ୍ଣବାସୀ(30) ଓ ପୁତୁରା କଣ୍ଣ ନାୟକ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତମାନେ ହତ୍ୟା କରିଥିବା ତଦନ୍ତରୁ ଗିରଫ କରାଯାଉଛି ।

ଖବର ରୁ ଜଣାପଡିଛି, ଲକ୍ଷ୍ୟହୀରାଙ୍କୁ ତାଙ୍କ ଦୁଇଭାଇ ପ୍ୟାରିଲାଲ ନାୟକ ଓ ପ୍ରମୋଦ ନାୟକ ଦୁଇଦିନ ଧରି ବାରମ୍ବାର ଫୋନ କରିଥିଲେ ମଧ୍ୟ ତାହା ସୁଇଚ୍ ଅଫ୍ ଦର୍ଶାଇଥିଲା । ଫଳରେ ଗତ ୫ ତାରିଖରେ ଦୁଇଭାଇ କାଲେମାରେ ପହଞ୍ଚଥିଲେ ମଧ୍ୟ ଘରେ ଭଉଣୀ ଲକ୍ଷ୍ୟହୀରାଙ୍କୁ ପାଇ ନ ଥିଲେ । ସେହି ଗ୍ରାମରେ ବିବାହ କରିଥିବା ବଡ ଭଉଣୀ ରଞ୍ଜନା ନାୟକଙ୍କୁ ଲକ୍ଷ୍ୟହୀରାଙ୍କ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ନିକଟରେ ଦୁଇଭଉଣୀ ବଗିଚା କାମ କରିବାକୁ ଗାଁ ପାଖ ଏକ ଜଗାକୁ ଯାଇଥିଲେ ।

ସନ୍ଧ୍ୟାରେ ସେ ଘରକୁ ଫେରିଥିଲେ । ମାତ୍ର ଲକ୍ଷ୍ୟହୀରା ଫେରିଇବା ସେ ଦେଖି ନ ଥିଲେ । ପରେ ପ୍ୟାରିଲାଲ ଓ ପ୍ରମୋଦ କାଲେମ ଗାଁର ଆଖପାଖ ଅଞ୍ଚଳରେ ଲକ୍ଷ୍ୟହୀରାଙ୍କୁ ଖୋଜାଖୋଜି କରିଥିଲେ । ଗାଁ ଠାରୁ ପ୍ରାୟ ୨ କିମି ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ଗୁଗୁଲୁମା ନାଳ କଡରେ ଲକ୍ଷ୍ୟହୀରାଙ୍କ ମୃତଦେହ ପଡିଥିବା ଦୁଇଭାଇ ଦେଖିବାକୁ ପାଇଥିଲେ । ତାଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ହଣାଯିବା ସହ ପଥରରେ ମୃତଦେହ ଛେଚି ନାଳ କଡରେ ଫୋପଡା ଯାଇଥିଲା ।

ପରେ ପ୍ୟାରିଲାଲ ଅଡବା ଥାନାରେ ଧର୍ମେନ୍ଦ୍ରଙ୍କ ନାମରେ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଅଡବା ଥାନା ଅଧିକାରୀ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଗତ ସୋମବାର ବ୍ରହ୍ମପୁର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏନେଇ ନଂ ୪/୨୫ରେ ଏକ ମାମଲା ରୁଜୁ ହୋଇଥିଲା ।

ଅନ୍ୟପକ୍ଷରେ ଗଜପତି ଏସ୍ପିଶ୍ରୀ ପଣ୍ଡାଙ୍କ ନିର୍ଦେଶରେ ଆର,ଉଦୟଗିରି ଏସଡିପିଓଙ୍କ ନେତୃତ୍ବରେ ଏକ ଟେକ୍ନିକାଲ୍ ଟିମ୍ ଏବଂ ଅଭିଯୁକ୍ତଙ୍କୁ ଠାବ କରିବାକୁ ଆଉ ଏକ ଟିମ୍ ଏପରି ୨ଟି ଟିମ୍ ଗଠିତ ହୋଇଥିଲା । ଗୁରୁବାର ରାତି ୧୦ଟାରେ କାଲେମା ଗାଁର ୧୫ କି ମି ଦୂରରେ ଥିବା ଏକ ଜଙ୍ଗଲରୁ ଉପରୋକ୍ତ ୩ ଅଭିଯୁକ୍ତ ପୁଲିସ ଟିମ୍ ଧରିଥିଲା ବୋଲି ଏସ୍ପି କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

Silk India’ exhibition begins at Hotel Prachi

August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

August 14, 2026
ବିରିଡି ବ୍ଲକ ରେ “ହର ଘର ତ୍ରିରଙ୍ଗା” ଶୋଭାଯାତ୍ରା

ବିରିଡି ବ୍ଲକ ରେ “ହର ଘର ତ୍ରିରଙ୍ଗା” ଶୋଭାଯାତ୍ରା

August 14, 2026
ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

August 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

Silk India’ exhibition begins at Hotel Prachi

August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

August 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version