No Result
View All Result
୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଆସନ୍ତାକାଲି 26 ତାରିଖ ଉଦଘାଟିତ ହେବାକୁ ଯାଉଚି ବୋଲଗଡ଼ ମହୋତ୍ସବ l ସୂଚନା ଦେଲେ ବୋଲଗଡ଼ ମହୋତ୍ସବ ସାଧାରଣ ସମ୍ପାଦକ ବୀର ଦାସ l ମହୋତ୍ସବ ମଞ୍ଚପୂଜା ସହ ଦିବା 3 ଘଟିକା ସମୟରେ ଅୟମାରମ୍ଭ ହେବ ବୋଲଗଡ଼ ମହୋତ୍ସବ l
ସନ୍ଧ୍ୟାରେ ମହୋତ୍ସବକୁ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ ଉଦଘାଟନ କରିବେ l ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ସମାଜସେବୀ ରୀତାରାଣୀ ପ୍ରଧାନ ପ୍ରମୁଖ ଯୋଗଦେବେ l 26 ରୁ 30 ପ୍ରତ୍ୟହ ଅପରାହ୍ଣ 3 ଘଟିକାଠାରୁ ରାତ୍ର 11 ଟା ପର୍ଯ୍ୟନ୍ତ ମହୋତ୍ସବ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l
No Result
View All Result