ବରିଷ୍ଠ ଶିକ୍ଷକ ଗୁରୁଚରଣ ବେହେରା ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଗୋଲକ ବିହାରୀ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଚଳିତ ବର୍ଷ ବାଳକ ବିଭାଗରେ ଦେବଜ୍ୟୋତି ସାହୁ ଓ ବାଳିକା ବିଭାଗରେ ବିପାସା ଦିଗଦର୍ଶିନୀ ପ୍ରିୟଙ୍କା ଜେନା ଚମ୍ପିୟାନ ଆଖ୍ୟ ଅର୍ଜନ କରିଥିଲେ । କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ରାଉତ, ସାବିତ୍ରୀ ବରାଳ, ସନ୍ତୋଷ କୁମାର ମୁଦୁଲି, ସ୍ନ୍ିଗ୍ଧା ମହାନ୍ତି, ଜ୍ୟୋସ୍ôନା ସାମନ୍ତ ସିଂହାର, ଅନୁସୂୟା ପୃଷ୍ଟି, କ୍ଷୀରୋଦିନୀ ମହାନ୍ତି ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ, ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
© 2023 Odisha Taza News.