• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉଦ୍ୟମ ସଂସାର” କର୍ମଶାଳା ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
November 29, 2024
in ଓଡ଼ିଶା, ଦେଶ, ପୁରୀ, ହୋମ୍
0
ଉଦ୍ୟମ ସଂସାର” କର୍ମଶାଳା ଉଦଘାଟିତ
Share on FacebookShare on TwitterWhatsapp

୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ଜିଲ୍ଲାର ପି.ଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ, ବଳଙ୍ଗା ଠାରେ ଉଦ୍ୟମ ସଂସାର ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ଦକ୍ଷତା ବୃଦ୍ଧିପାଇଁ ସେମାନଙ୍କୁ ସଚେତନ କରାଯିବ | ଉଦ୍ୟମ ସଂସାର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଇବା ପାଇଁ ୨୭ଓ ୨୮ଦୁଇଦିନ ଧରି ପରିଚାଳିତ ହେବ । ଏହି କର୍ମଶାଳା ପରଖ (ଏନ୍ ସି ଇ ଆର୍ ଟି )ଓ (ପି ଏଚ୍ ଡି ସି ସି ପି ) ର “ଉଦ୍ୟମ ସଂସାର” ଅଭିଯାନ ଏକ ଅଂଶ | ଏହାକୁ ଭାରତର ସମୁଦାୟ ୩୬ ଗୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କରେ ଦୁଇଟି ପର୍ଯ୍ୟାୟରେ ପ୍ରଚାର ଓ ପ୍ରସାର କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି ।ପ୍ରଥମ ପର୍ଯ୍ୟାୟରେ ଏହି ଅଭିଯାନ ସମୁଦାୟ ୧୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଆନ୍ଧ୍ରପ୍ରଦେଶ, ଆସାମ, ଚଣ୍ଡୀଗଡ଼, ଛତିଶଗଡ଼,ଗୋଆ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ପଣ୍ଡିଚେରୀ, ରାଜସ୍ଥାନ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପ୍ରଭୃତିରେ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ସମୁଦାୟ କର୍ମଶାଳା ଶୃଙ୍ଖଳାର ଷଷ୍ଠତମ ଶୃଙ୍ଖଳା ଓ ଏହା ପରଖ(ଏନ୍ ସି ଇ ଆର୍ ଟି ) ର ବରିଷ୍ଠ ସାଧନକର୍ମୀ ମାନଙ୍କ ଦ୍ବାରା ପରିଚାଳିତ ହେଉଛି ।ଏହାର ଉଦ୍ଘାଟନ ଉତ୍ସବରେ ପରଖ ର ସି ଇ ଓ ତଥା ମୁଖ୍ୟ ପ୍ରଫେସର ଇନ୍ଦ୍ରାଣୀ ଭାଦୁରୀ, ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥ,ବି ଇ ଓ , ନିମାପଡ଼ା,ଦିତୀକାନ୍ତ ପ୍ରଧାନ, ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚବିଦ୍ୟାଳୟ ବଳଙ୍ଗା, ନନ୍ଦିତା ସାହୁ, ସହକାରୀ ସଚିବ, ପି ଏଚ ଡି ସି ସି ଆଇ ଶାଳିନୀ ଏସ୍ ଶର୍ମା, ଏନ ସି ଇ ଆର ଟି ସାଧନକର୍ମୀ ଶ୍ରୀମତୀ ଅନନ୍ୟା, ଓଡ଼ିଶା ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଗଣ ଓ ପୁରୀ ପି ଏମ୍ ଶ୍ରୀ ବିଦ୍ୟାଳୟ ମାନଙ୍କରୁ ୧୫ ଜଣ ବରିଷ୍ଠ ଓ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନର ପ୍ରଚାର ଓ ପ୍ରସାର ବିଦ୍ୟାଳୟ ସ୍ତରରୁ କରାଗଲେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୩୬ ଗୋଟି ବିଭିନ୍ନ ଦିଗରେ ଦକ୍ଷତା ହାସଲ କରି ନିଜ ନିଜର ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବାରେ ସମର୍ଥ ହୋଇପାରିବେ ଯାହାକି ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ପୁନଶ୍ଚ ଏହି ଅଭିଯାନ ସେମାନଙ୍କୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଫଳଦାୟକ କୃତ୍ରିମ ବୁଦ୍ଧିମତ୍ତା ବିଷୟରେ ପ୍ରଯୁକ୍ତ କରିବା ସହ ଏହାର ସୁ ବ୍ଯବହାର ପାଇଁ ପଥ ପ୍ରଦର୍ଶକ ହୋଇପାରିବ।ଆଜିର ପିଲାମାନଙ୍କୁ ଆସନ୍ତା କାଲିର ଶ୍ରମଶକ୍ତିରେ ଅନ୍ତର୍ଭୁକ୍ତ କରାଇବାରେ ସମର୍ଥ ହୋଇପାରିବ ବୋଲି ପ୍ରଫେସର ଇନ୍ଦ୍ରାଣୀ ଭାଦୁରୀ ମତବ୍ୟକ୍ତ କରିଥିଲେ । ଭାରତ ସରକାରଙ୍କ ଏହି ଅଭିଯାନ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ଦକ୍ଷତା ସୃଷ୍ଟି କରାଇବାରେ ଏକ ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି । ସମ୍ପ୍ରତି ଚାକିରିର ଅବସ୍ଥା ଓ ଚାକିରି ନିର୍ଦ୍ଧାରଣ ୩୬ ଗୋଟି ଶିଳ୍ପସଂସ୍ଥା ରେ ସୂଚିତ ହେବା ସହ ବିଭିନ୍ନ ରାଜ୍ୟସରକାର ମାନଙ୍କ ଦ୍ବାରା ଭିନ୍ନ ଭିନ୍ନ ସରକାରୀ ସଂସ୍ଥା ମାନଙ୍କର ନାମାଙ୍କିତ ତାଲିକା ପ୍ରସ୍ତୁତ କରାଯାଇ ସେହି ସେହି ନିର୍ଦ୍ଧାରିତ ଶିଳ୍ପସଂସ୍ଥା ମାନଙ୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ ବୋଲି ଉଦାହରଣ ମାଧ୍ୟମରେ ଶ୍ରୀ ସାହିଲ୍ ଏସ୍ ଶର୍ମା ମତପ୍ରକାଶ କରିଥିଲେ । ଉଦ୍ୟମ ସଂସାର ମାର୍ଗର ଦିଗ ବା ବୃତ୍ତିଗତ ପନ୍ଥା ର ଦିଗ ଉନ୍ମୋଚନ ପାଇଁ ପ୍ରତି ବିଦ୍ୟାଳୟରେ କର୍ମଶାଳା କରିବା ଏହି ଅଭିଯାନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏଥିପାଇଁ ବିଭିନ୍ନ ପ୍ରଚାର ପତ୍ର ପ୍ରଦାନ କରାଯାଇ କର୍ମଶାଳା କରାଯାଉଥିବା ବିଦ୍ୟାଳୟ ମାନଙ୍କରେ ଏଗୁଡ଼ିକ ପ୍ରତିଦିନ ପ୍ରଦର୍ଶନ କରାଗଲେ ନିକଟସ୍ଥ ବିଦ୍ୟାଳୟ ସମୂହ ଏହିପରି କର୍ମଶାଳା ପରିଚାଳନା ପାଇଁ ଉତ୍ସାହିତ ଓ ଅନୁପ୍ରାଣିତ ହୋଇପାରିବେ । ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଦ୍ୟାଳୟୀୟ ଶିକ୍ଷା କ୍ଷେତ୍ରରେ ଭାରତୀୟ ଜାତୀୟ ପାଠ୍ୟ ଖସଡ଼ା ଧନ୍ଦାମୂଳକ ଶିକ୍ଷାକୁ ଅଗ୍ରାଧିକାର ଦେବା ସହ ସେମାନଙ୍କୁ ଏକବିଂଶ ଶତାବ୍ଦୀ ପାଇଁ ପ୍ରସ୍ତୁତ କରିବାକୁ ପ୍ରୟାସ ଜାରି ରଖିଛି । ଏହି ପାଠ୍ୟଖସଡାର ରୂପ କୁ କରିବା ଓ ଧନ୍ଦାମୂଳକ ଶିକ୍ଷାର ମାନବୃଦ୍ଧି ସହ ମୂଲ୍ୟ ନିର୍ଦ୍ଧାରଣ କରିବାର ଗୁରୁ ଦାୟିତ୍ବ ପରଖ କୁ ପ୍ରଦାନ କରାଯାଇଛି । ବିଭିନ୍ନ ପ୍ରକାର କାର୍ଯ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ଅନୁଭୂତି ପ୍ରବଣ କରାଇ ସେମାନଙ୍କୁ ଦକ୍ଷ ଓ ଯୋଗ୍ୟ କରାଇବା ଶିକ୍ଷା ର ଉଦ୍ଦେଶ୍ୟ ଅଟେ । ଏହି ଦକ୍ଷତା ଓ ଯୋଗ୍ୟତା ବୃଦ୍ଧି କରାଇବାରେ ସମ୍ପ୍ରତି ପରଖ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆବଶ୍ୟକ ସ୍ବଭାବ ଦକ୍ଷତା ଓ ଜ୍ଞାନକୁ ବୃଦ୍ଧି କରାଇବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ଓ ସୂକ୍ଷ୍ମାନୁଭୂତି ସୃଷ୍ଟି କରିବାକୁ ହେବ, ଯଦ୍ୱାରା ସେମାନଙ୍କ କାର୍ଯ୍ୟଶକ୍ତି ବୃଦ୍ଧି ରେ ତାହା ସହାୟକ ହୋଇପାରିବ ବୋଲି ଦକ୍ଷ ସାଧନକର୍ମୀ ମତବ୍ୟକ୍ତ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version