ସତ୍କାର ସମୟରେ ମା’ଚର୍ଚ୍ଚିକାଙ୍କ ସମସ୍ତ ସେବାୟତମାନେ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମା’ଚର୍ଚ୍ଚିକାଙ୍କ ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର , ଚର୍ଚ୍ଚିକା ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ରଣା, ଅଶୋକ କୁମାର ରଣାଙ୍କ ସମେତ ପରିଚାଳନା କମିଟିର ସଭ୍ୟମାନେ ଶୋକ ପ୍ରକାଶ କରି ସ୍ୱର୍ଗତ ରଣାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
© 2023 Odisha Taza News.