• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ ନଂ ଜାତୀୟ ରାଜପଥ ମାଆ ଦ୍ଵାରଶୁଣି ଘାଟି ରାସ୍ତା ରେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ କରିବାଙ୍କୁ ଦାବି କଲା ଭଞ୍ଜସେନା

Proprietor Abhimanyu Maharana by Proprietor Abhimanyu Maharana
November 6, 2024
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ ନଂ ଜାତୀୟ ରାଜପଥ ମାଆ ଦ୍ଵାରଶୁଣି ଘାଟି ରାସ୍ତା ରେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ କରିବାଙ୍କୁ ଦାବି କଲା ଭଞ୍ଜସେନା
Share on FacebookShare on TwitterWhatsapp

୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗିରିପୋଷି  :-> ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ ନଂ ଜାତୀୟ ରାଜପଥ ମାଆ ଦ୍ଵାରଶୁଣି ଘାଟି ରାସ୍ତା ରେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ମାସ ମାସ ବିତି ଯାଇଥିଲେ ସୁଦ୍ଧା ଠିକା କମ୍ପାନୀ ର ମନମୁଖୀ ଏବଂ ମନ୍ଥର ଗତି ରେ କାର୍ଯ୍ୟ ଯୋଗୁଁ ଘାଟି ରାସ୍ତା ଅଧିକାଂଶ ସମୟ ରେ ଜାମ ରହିବା,ଛୋଟ ବଡ ଦୁର୍ଘଟଣା ମାନ ଘଟିବା , ଶାସନ ପ୍ରଶାସନ ମଧ୍ୟ ଏସବୁ କୁ ନିଘା ନ ଦେବା ଏସବୁ ସମସ୍ୟା କୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ର ଏକମାତ୍ର ଅଗ୍ରଣୀ ଯୁବ ଓ ଛାତ୍ର ସଂଗଠନ ତଥା ମୟୂରଭଞ୍ଜ ର ଜାଗ୍ରତ ପ୍ରହରୀ ଭଞ୍ଜସେନା ୨୬ ସେପ୍ଟେମ୍ବର ଗୁରୁବାର ସକାଳ ୬ ଘଟିକା ରୁ ଜାତୀୟ ରାଜମାର୍ଗ ୪୯ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହରତାଳ କରାଯିବା ନେଇ ଘୋଷଣା କରିଥିଲା କିନ୍ତୁ ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୨୦ ପ୍ରଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କର ଅମିନ,

ଆର ଆଇ ଏବଂ ଅନlନ୍ୟ ପରୀକ୍ଷା ରହୁଥିବାରୁ ବାଙ୍ଗିରିପୋଷି ଏବଂ ବିଶୋଇ ଅଞ୍ଚଳର ଜନସାଧାରଣ ତଥା ଅଭିଭାବକଗଣ ଭଞ୍ଜ ସେନା ନେତୃବୃନ୍ଦ ଙ୍କୁ ଅକ୍ଟୋବର ୨୦ ପ୍ରଯ୍ୟନ୍ତ ଉକ୍ତ ହରତାଳ କୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ତେଣୁ ମୟୂରଭଞ୍ଜ ର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ଏବଂ ଅଭିଭାବକ ଙ୍କ ଲିଖିତ ଅନୁରୋଧ ରକ୍ଷା କରି ଭଞ୍ଜ ସେନା ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ଜେନା ସେପ୍ଟେମ୍ବର ୨୬ ରେ ହେବାକୁ ଥିବା ହରତାଳ କୁ ଆଗାମୀ ଅକ୍ଟୋବର ୨୦ ତାରିଖ ପ୍ରଯ୍ୟନ୍ତ ସ୍ଥଗିତ ରଖିବା ନେଇ ନିର୍ଣ୍ଣୟ ନେଇଥିଲେ କିନ୍ତୁ ଆଜି ନଭେମ୍ବର ୫ ତାରିଖ ପ୍ରଯ୍ୟନ୍ତ ଘାଟି ରାସ୍ତା ମରାମତି ଏଵଂ ସମ୍ପ୍ରସାରଣ ଦିଗରେ କୌଣସି ନେତା ଶାସନ କି ପ୍ରଶାସନ ନିଘା ନ ଦେବା ଏଵଂ ଘାଟି ରାସ୍ତା ସମସ୍ୟା ର ସମାଧାନ ଦିଗରେ ନୀରବ ରହିବା ଆମ ମୟୂରଭଞ୍ଜ ପାଇଁ ଦୁଃଖ ଓ ପରିତାପ ର ବିଷୟ କିନ୍ତୁ ମୟୂରଭଞ୍ଜ ର ଜାଗ୍ରତ ପ୍ରହରୀ ଭଞ୍ଜ ସେନା ତାର ସ୍ଥଗିତ ଆନ୍ଦୋଳନ କୁ ପୁଣି ଥରେ ହାତ କୁ ନେଇଛି l

ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ଜେନା ଙ୍କ ଆହ୍ଵାନ କ୍ରମେ ଆଜି ନଭେମ୍ବର ୫ ତାରିଖ ମା ଦ୍ଵାର ଶୁଣି ମନ୍ଦିର ବେଢ଼ା ରେ ଭଞ୍ଜ ସେନା ର ଜିଲ୍ଲା ଆଦିବାସୀ ସଭାପତି ଶ୍ରୀ ବାଜୁନ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଘାଟି ରାସ୍ତା ସମସ୍ୟା ସମାଧାନ ପାଇଁ ଗୋଟିଏ ବୈଠକ ଅନୁଷ୍ଠିତ ହେଇଯାଇଛି l ଉକ୍ତ ବୈଠକରେ “ମରଣଯନ୍ତା ପାଲଟିଥିବା ଦ୍ୱାରସୁଣୀ ଘାଟୀର ସଂମ୍ପ୍ରସାରଣ ପାଇଁ ତୁରନ୍ତ ଟେଣ୍ଡର ଆହ୍ୱାନ କରାଯାଉ ଆଉ କାର୍ଯ୍ୟ ଆରମ୍ଭ ନହେବା ପର୍ଯ୍ୟନ୍ତ ଲୌହଖଣିଜ ବୋଝେଇ ଟ୍ରକ ଚଳାଚଳ ସଂମ୍ପୂର୍ଣ ବନ୍ଦ ରଖିବା ସହିତ କେବଳ ନିତ୍ୟ ବ୍ୟବହାର୍ଯ୍ୟ ବୋଝେଇ ଟ୍ରକ, ବସ ଓ ସାଧାରଣ ଜନତା ଏହି ରାସ୍ତାରେ ଚଳପ୍ରଚଳ କରିପାରିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଅଛି l

ଆଉ ଉକ୍ତ ପ୍ରସ୍ତାବ ଗୁଡିକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଆସନ୍ତା ନଭେମ୍ବର ୧୭ ତାରିଖ ରବିବାର ଦିନ ଦ୍ୱାରସୁଣୀ ମନ୍ଦିର ପାଖରେ ସଖାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଅଛି l ଆଜିକାର ବୈଠକ ରେ ଜିଲ୍ଲା ଉପାଧ୍ୟକ୍ଷା ସୁଶ୍ରୀ କନିକା ବୋଷ, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସନ୍ତୋଷ ଗିରି, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି,ଜିଲ୍ଲା ଉପସଭାପତି ମନୋରଞ୍ଜନ ବାରିକ, ସାରସକଣା ବ୍ଲକ ସଭାପତି ହାଡିବନ୍ଧୁ ମହାନ୍ତ, କୁଳିଅଣା ବ୍ଲକ ସଭାପତି ଅମିତ୍ କୁମାର ବାବୁ,ବାଙ୍ଗିରିପୋଷି ଛାତ୍ର ଶାଖା ସଭାପତି ସୁମିତ ପାତ୍ର, ବାଙ୍ଗିରିପୋଷି ବ୍ଲକ ଉପସଭାପତି ସୁମନ୍ତ ଗିରି , ସରୋଜ ବlସ୍କେ,ଲିକୁ ସହିତ ବହୁ ଭଞ୍ଜ ସେନା କର୍ମୀ ଉପସ୍ଥିତ ଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

July 22, 2026
ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026
ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବିଦ୍ୟାଳୟ ପରିଚାଳନା କମିଟି ଗଠିତ

July 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version