No Result
View All Result
୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କେନ୍ଦ୍ର ସରକାର ଙ୍କ ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇ ଅ ଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଙ୍କ ନେତୃତ୍ୱ ରେ ସହକର୍ମୀ ସତ୍ୟବାନ ଦଳବେହେରା,
ସ୍ୱେଚ୍ଛାସେବୀ ସିବେନ୍ଦ୍ର ଡିଗାଲ, ମିନି କଂହର, ଉଷାରଣୀ ଜେନା, ମାଧୁରୀ ପଣ୍ଡା, ଦିଗବିଜୟୀ ପ୍ରଧାନ,ଶୁଭସ୍ମିତା ବିଶୋଇ, ବିଜୟ ପ୍ରଧାନ, ଅନୁପ ବିକ୍ରମ ପାତ୍ର, ଚନ୍ଦ୍ର ମଣି ଦେହୁରୀ, କମଳ ଲୋଚନ ଦେହୁରୀ ପ୍ରମୁଖ ସାମିଲ ହୋଇ ଥିଲେ l ଏହି କାର୍ଯ୍ୟକ୍ରମ ଟି 31 ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ର ସହର ରେ ବିଭିନ୍ନ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଅବଗତ କରି ଥିଲେ l

No Result
View All Result