• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୀପାବଳି ପୂର୍ବରୁ ଭୁବନେଶ୍ୱରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ସୋ’ରୁମ୍ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
October 29, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଦୀପାବଳି ପୂର୍ବରୁ ଭୁବନେଶ୍ୱରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ସୋ’ରୁମ୍ ଉଦଘାଟିତ
Share on FacebookShare on TwitterWhatsapp

x. ବିଶ୍ୱସ୍ତରୀୟ ପରିବେଶରେ ବିଳାସପୂର୍ଣ୍ଣ ସପିଂ ଅନୁଭୂତି ପ୍ରଦାନ

x. ଗହଣା ବ୍ରାଣ୍ଡ ପକ୍ଷରୁ ସ୍ଥାନୀୟ ଗ୍ରାହକମାନଙ୍କ ପାଇଁ ମେଗା ଉଦଘାଟନୀ ଅଫର ଘୋଷଣା

୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ଅନ୍ୟତମ ବୃହତମ ଏବଂ ବିଶ୍ୱସ୍ତ ଗହଣା ବ୍ରାଣ୍ଡ କଲ୍ୟାଣ ଜୁଏଲର୍ସ ଆଜି ଭୁବନେଶ୍ୱର ସୌଭାଗ୍ୟ ନଗରରେ ଏହାର ନୂଆ ସୋ’ରୁମ୍ ଆରମ୍ଭ କରିଛି । କଲ୍ୟାଣ ଜୁଏଲର୍ସର ବିଭିନ୍ନ କଲେକ୍ସନର ଭିନ୍ନ ଭିନ୍ନ ଡିଜାଇନ୍ ଥିବା ଏହି ସୋ’ରୁମକୁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଉଦଘାଟନ କରିଛନ୍ତି । ସୁପରଷ୍ଟାର ଶିଳ୍ପାଙ୍କ ଏକ ଝଲକ ଦେଖିବା ପାଇଁ ପ୍ରଶଂସକ ଓ ଗ୍ରାହକମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ । ଏହି ଭବ୍ୟ ସ୍ୱାଗତ ସୋ’ରୁମ୍ ଉନ୍ମୋଚନରେ ଏକ ଉର୍ଜା ଯୋଗାଇଥିଲା ଯାହା କାର୍ଯ୍ୟକ୍ରମକୁ ନେଇ ରହିଥିବା ଉତ୍ସାହ ଏବଂ ଆଶାକୁ ପ୍ରତିଫଳିତ କରିଥିଲା । ଏହି ଅବସରରେ ବଲିଉଡ ସୁପରଷ୍ଟାର ଶିଳ୍ପା ସେଟ୍ଟୀ କହିଛନ୍ତି ଯେ, ‘କଲ୍ୟାଣ ଜୁଏଲର୍ସର ସୋ’ରୁମ୍‌ର ଉଦଘାଟନ ପାଇଁ ଏଠାକୁ ଆସି ମୁଁ ଆନନ୍ଦିତ ।

କମ୍ପାନିର ‘ଟ୍ରଷ୍ଟ ଇଜ୍ ଏଭରିଥିଙ୍ଗ’ ନୀତି ପ୍ରତି ପ୍ରତିବଦ୍ଧତା ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ।  ସେବା ଉତ୍କର୍ଷତା ଏବଂ ଗ୍ରାହକ କୈନ୍ଦ୍ରୀକ ପ୍ରତି କମ୍ପାନିର ଅତୁଟ ସମର୍ପଣ କଲ୍ୟାଣ ଜୁଏଲର୍ସକୁ ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ସ୍ୱତନ୍ତ୍ର କରିଛି । ଆଜି ଆପଣମାନଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇ ମୁଁ ଆନନ୍ଦିତ ଏବଂ ବ୍ରାଣ୍ଡ ଅଭିବୃଦ୍ଧିର ପର୍ଯ୍ୟାୟ ଆରମ୍ଭ କରୁଥିବା ବେଳେ ଆପଣଙ୍କ ନିରନ୍ତର ସମର୍ଥନ ଆଶା କରୁଛି ।’’ ଧନତେରସ ଏବଂ ଦୀପାବଳିର ପବିତ୍ର ପର୍ବ ଋତୁରେ ଏହି ନୂତନ ସୋ’ରୁମ୍ ଉଦଘାଟନ କରାଯାଇଛି । କାରଣ ଏହି ଗହଣା ବ୍ରାଣ୍ଡ୍ ଏହାର ବଜାର ଉପସ୍ଥିତିକୁ ସୁଦୃଢ଼ କରିବା ସହିତ ପର୍ବପର୍ବାଣୀର ଭାବନାକୁ ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛି ।

ଗ୍ରାହକମାନେ ଏକ ବିଶ୍ୱସ୍ତରୀୟ ପରିବେଶରେ ସେବା ସମର୍ôଥତ ସପିଂ ଅନୁଭୂତି ଉପଭୋଗ କରିପାରିବେ । ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ, ‘ଏକ କମ୍ପାନି ଭାବେ ଆମେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଂଚିଛୁ ଏବଂ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ ବ୍ୟାପକ ପରିବେଶ ନିର୍ମାଣ ଦିଗରେ ଯଥେଷ୍ଟ ଅଗ୍ରଗତି କରିଛୁ । ବର୍ଷ ବର୍ଷ ଧରି ଆମେ ଏହି ଅଂଚଳରେ ଆମର ଉପସ୍ଥିତିକୁ ବିସ୍ତାର କରିଛୁ ଏବଂ ଆମର ବିଶ୍ୱାସ ଯେ ଭୁବନେଶ୍ୱରର ଏହି ସୋ’ରୁମ୍ ଆମର ବଜାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ଏବଂ ଆମ ମୂଲ୍ୟବାନ ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ସେବା ଉପଲବ୍ଧ କରିବ ।’’

ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ଅନେକ ଆକର୍ଷଣୀୟ ଅଫର ଘୋଷଣା କରିଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଗହଣା କ୍ରୟରେ ଉଲ୍ଲେଖନୀୟ ସଂଚୟ କରିବାର ସୁଯୋଗ ଦେଇଛି । ଦୀପାବଳି ବୋନାଞ୍ଜା ଅଫର ଅଧୀନରେ ଗ୍ରାହକମାନେ ସାଦା ସୁନା ଅଳଙ୍କାର ପାଇଁ ଗଢ଼ା ମଜୁରି ଉପରେ ୪୫% ପର୍ଯ୍ୟନ୍ତ ରିହାତି ପାଇପାରିବେ । ପ୍ରିମିୟମ ଉତ୍ପାଦ ପାଇଁ ମେକିଂ ଚାର୍ଜ ଉପରେ ୩୦% ରିହାତି ଲାଗୁ ହେଉଥିବା ବେଳେ ଟେମ୍ପୁଲ ଓ ଆଂଟିକ୍ ଗହଣା ପାଇଁ ଗଢ଼ା ମଜୁରି ଉପରେ ୩୫% ରିହାତି ଦେଉଛି । ସପିଂ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ କଲ୍ୟାଣ ଜୁଏଲର୍ସ ସୋ’ରୁମରେ ୩୦ ଗ୍ରାମରୁ କମ୍ ଓଜନର ସମସ୍ତ ଗହଣା ସାମଗ୍ରୀରେ ଶୁଳ୍କ ଉପରେ ୨୫% ରିହାତି ମିଳିବ ।

ଏହା ବ୍ୟତୀତ କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ ଯାହା ବଜାରରେ ସର୍ବନିମ୍ନ ଏବଂ କମ୍ପାନିର ସମସ୍ତ ସୋ’ରୁମ ପାଇଁ ଏକ ମାନକ ତାହା ମଧ୍ୟ ଲାଗୁ ହେବ । ଗ୍ରାହକମାନଙ୍କୁ କଲ୍ୟାଣ ଜୁଏଲର୍ସର ୪ ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ମଧ୍ୟ ମିଳିବ ଯାହା ଶୁଦ୍ଧତା, ଅଳଙ୍କାରର ମାଗଣା ଜୀବନବ୍ୟାପୀ ରକ୍ଷଣାବେକ୍ଷଣ, ବିସ୍ତୃତ ଉତ୍ପାଦ ସୂଚନା ଏବଂ ସ୍ୱଚ୍ଛ ବିନିମୟ ଏବଂ କ୍ରୟ-ବ୍ୟାକ୍ ନୀତିର ଗ୍ୟାରେଣ୍ଟି ଦେଉଛି । ଏହି ସାର୍ଟିଫିକେସନ୍ ଏହାର ବିଶ୍ୱସ୍ତ ଗ୍ରାହକମାନଙ୍କୁ ସର୍ବୋତମ ଶୁଦ୍ଧତା ପ୍ରଦାନ କରିବାକୁ ବ୍ରାଣ୍ଡର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଏହି ସୋ’ରୁମରେ କଲ୍ୟାଣର ଲୋକପ୍ରିୟ ନିଜସ୍ୱ ବ୍ରାଣ୍ଡ ଯଥା ମୁହୁରତ (ବିବାହ ଗହଣା), ମୁଧରା (ହାତତିଆରି ଆଂଟିକ ଗହଣା), ନିମାହ (ଟେମ୍ପଲ୍ ଜୁଏଲାରି), ଗ୍ଲୋ (ଡ୍ୟାନ୍ସିଂ ଡାଇମଣ୍ଡ୍ସ), ଜିଆ (ସୋଲିଟେୟାର ଭଳି ହୀରା ଗହଣା), ଅନୋଖୀ (ଅନକଟ୍ ଡାଇମଣ୍ଡ୍ସ), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ହୀରା), ହେରା (ଦୈନିକ ପରିଧାନହୀରା), ରଙ୍ଗ (ମୂଲ୍ୟବାନ ପଥର ଗହଣା) ଏବଂ ନିକଟରେ ଉନ୍ମୋଚିତ ହୋଇଥିବା ଲୀଲା (ରଙ୍ଗୀନ ଓ ହୀରା ଗହଣା) ମହଜୁଦ ରହିଛି । ବ୍ରାଣ୍ଡ, କଲେକ୍ସନ ଓ ଅଫର ବିଷୟରେ ଅଧିକ ଜାଣିବା ଲାଗି ପରିଦର୍ଶନ କରନ୍ତୁ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version